30 ଆରି ସେ ସାଉକାର୍ ଅବ୍ରାଆମ୍କେ କଇଲା, “ସେତ୍କି ନଏଁ ବାବା, ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ସେମନ୍ ବିସ୍ବାସ୍ କରି ପାପେଅନି ମନ୍ ବାଉଡାଇବାଇ ।” ବଲି କଇଲା ।
ମୁଇ ତମ୍କେ କଇଲିନି, ଜେଡେବେଲେ ଜାକ ପାପେଅନି ମନ୍ ନ ବାଦ୍ଲାଆସ୍, ତମେ ସବୁ ଲକ୍ ସେନ୍ତାରି କୁରୁପ୍ନାସ୍ ଅଇଜାଇସା ।
ନାଇ, ମୁଇ ତମ୍କେ କଇଲିନି, ପାପେଅନି ମନ୍ ନ ବାଦ୍ଲାଇଲେ ତମେସବୁ ଲକ୍ ସେନ୍ତି କୁରୁପ୍ନାସ୍ ଅଇଜାଇସା ।”
ସେ ଆଉଲି ଅଇ କଇଲା, “ଏ ବାବା ଅବ୍ରାଆମ୍, ମକେ ଦୟା କର୍ । ଲାଜାର୍କେ ମର ଲଗେ ପାଟାଇଦେସ୍ । ସେ ଆସିକରି ନିଜର୍ ଆଙ୍ଗ୍ଟି ସଙ୍ଗ୍ ପାନି ଦେଇ, ମର୍ ଜିବ୍ କାକର୍ କର । କାଇକେ ବଇଲେ ମୁଇ ଏ ନରକ୍ପୁରର୍ ଜଇଲଗେ ବେସି କସ୍ଟ ପାଇଲିନି ।”
ଅବ୍ରାମ୍ ତାକେ କଇଲା, “ତର୍ ବାଇମନ୍ ମସାର୍ ଆରି ବବିସତ୍ବକ୍ତାମନର୍ କାତା ନ ସୁନତ୍ ବଇଲେ ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ମିସା ସେମନ୍ ନ ମାନତ୍ ।”
ଜିସୁ ଜକିୟକେ କଇଲା, “ଆଜି ଏ ଗରେ ମୁକ୍ତି ମିଲ୍ଲା । କାଇକେବଇଲେ ଏ ମିସା ଗଟେକ୍ ଅବ୍ରାଆମର୍ ନାତିତିତି ।
ତେବର୍ପାଇ ପାପ୍କାମ୍ ଚାଡି ନିକ କାମ୍ କରା, ଅବ୍ରାଆମ୍ତା ଆମର୍ ଆନିଦାଦି ବଲି ମନେ ମନେ ବାବାନାଇ, କାଇକେବଇଲେ ମୁଇ ତମ୍କେ କଇଲିନି, ପର୍ମେସର୍ ଏ ପାକ୍ନାମନର୍ଟାନେଅନି ମିସା ଅବ୍ରାମର୍ ପିଲାଜିଲା ଉବ୍ଜାଇ ପାର୍ସି ।