ଲୁକ୍ 16:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ସେଟାର୍ ପାଇ ସାଉକାର୍ ମୁକିଅ ଗତିଦାଙ୍ଗ୍ଡାକେ ଡାକି କଇଲା, “ତୁଇ ଟିକ୍ ସଙ୍ଗ୍ ଇସାବ୍ପତର୍ କରୁସ୍ ନାଇ ବଲି ମୁଇ ବେସି କାତା ସୁନ୍ଲିନି । ମର୍ ସବୁ ଡାବୁର୍ ଇସାବ୍ ମକେ ଦେ । କାଇକେ ବଇଲେ ତୁଇ ଆରି ମର ମୁକିଅ ଗତିଦାଙ୍ଗ୍ଡାର୍ କାମେ ନ ରଉସ୍ ।” အခန်းကိုကြည့်ပါ။ |
ସେଟାର୍ପାଇ ତମେ କାକେ ମିସା କାଇ ବିସଇ ନେଇ ବିଚାର୍ କରାନାଇ । କାଇକେବଇଲେ ବିଚାର୍ନା କର୍ବାକେ ବେଲା ଅଏ ନାଇତା । ମାପ୍ରୁ ବିଚାର୍ନା କର୍ବାକେ ଆଇବାଜାକ ଜାଗା । ମାପ୍ରୁ ଆଇଲେ ଆକା ସାରାସାରି ବିଚାର୍ନା ଅଇସି । ସେ ଆନ୍ଦାର୍ ବିତ୍ରେ ଲୁଚ୍ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍ମନର୍ ମନ୍ ବିତ୍ରର୍ କାତା ସବୁ ଦେକାଇ ଦେଇସି । ସେଡ୍କି ବେଲେ ସବୁଲକ୍ ପର୍ମେସରର୍ ଟାନେଅନି ଲାଡ୍ ପାଇବାଇ ।