ଲୁକ୍ 15:28 - ସତିଅର୍ ବାଟ୍ ନୁଆ ନିୟମ୍ 202028 ଏ କାତା ସୁନି ବଡ୍ ପଅ ବେସି ରିସା ଅଇଗାଲା । ସେ ଗର୍ ବିତ୍ରେ ପୁରେ ମିସା ନାଇ । ମାତର୍ ତାର୍ ବାବା ବଡ୍ ପଅର୍ ଲଗେ ଜାଇ ଗରେ ଜିବାକେ ବୁଜାଇବାର୍ ଦାର୍ଲା । အခန်းကိုကြည့်ပါ။ |
ଜିସୁ କଇଲା, “ଏ ଜିରୁସାଲମର୍ ଲକ୍ମନ୍ ! ପର୍ମେସର୍ ତମର୍ଟାନେ ଜେତ୍କି ପାଟାଇରଇଲା ବବିସତ୍ବକ୍ତାମନ୍କେ ମାରି ମରାଇଲାସ୍ ! ଆରି ପେରିତ୍ମନ୍କେ ତର୍କେ ତର୍ ପାକ୍ନା ମାରି ମରାଇଲାସ୍ । ତେବେ ତମର୍ପାଇ ମର୍ ଲଗେ ଗଟେକ୍ କାତା ଆଚେ । ମାଇ କୁକୁଡା ଜେନ୍ତି ତାର୍ ଟିଅଁମନ୍କେ ଡେନା ତଲେ ରୁଣ୍ଡାଇସି, ମୁଇ ସେନ୍ତି କେତେ ତର୍ ତମ୍କେ ରକିଆ କର୍ବାକେ ମନ୍ କଲି । ମାତର୍ ସେନ୍ତି କର୍ବାକେ ତମେ ନ ଦିଆସ୍ ।