ଲୁକ୍ 15:27 - ସତିଅର୍ ବାଟ୍ ନୁଆ ନିୟମ୍ 202027 ଗତିଦାଙ୍ଗ୍ଡା ତାକେ କଇଲା, “ତର୍ ବାଇ ଗରେ ବାଉଡି ଆଇଲା ଆଚେ । ଆରି ତର୍ ବାବା, ତର୍ ବାଇ ଜର୍ଦୁକା ନ ଅଇ ଜିବନ୍ଅଇ ଆଇଲାକେ ଗଟେକ୍ ଗାଗଡ୍ ପସୁକେ ମାର୍ଲା ଆଚେ ।” အခန်းကိုကြည့်ပါ။ |
ଅନନିୟ ଗାଲା ଆରି ସାଉଲ୍ ରଇବା ଗରେ କେଟ୍ଲା । ସାଉଲ୍କେ ବେଟ୍ଅଇ ତାର୍ ଉପ୍ରେ ଆତ୍ ସଙ୍ଗଇ ତାକେ କଇଲା, “ଏ ବାଇ ସାଉଲ୍, ଇତି ତର୍ଟାନେ ଆଇବାକେ ମାପ୍ରୁ ଜିସୁ ମକେ ପାଟାଇଆଚେ । ତୁଇ ଇତି ଆଇବା ବାଟେ ସେସେ ତକେ ଦେକାଇଅଇଲା । ତୁଇ ଜେନ୍ତିକି ଆରି ତରେକ୍ ଦେକି ପାରୁସ୍ ଆରି ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇପାରୁସ୍ । ସେଟାର୍ପାଇ ପର୍ମେସର୍ ମକେ ପାଟାଇଆଚେ ।”