25 ସେ ବେଲା ତାର୍ ବଡ୍ ପଅ ତାସ୍ପଦାଇ ରଇଲା । ସେ ବାଉଡି କରି ଗର୍ ଲଗେ ଆଇବା ବେଲାଇ ବାଜାବାଇଦ୍ କରି ନାଟ୍ଗିତ୍ କର୍ବାଟା ସୁନ୍ଲା ।
କାଇକେ ବଇଲେ ମର୍ ପିଲା ମରିଜାଇରଇଲା, ଆରି ଏବେ ଜିବନ୍ ଅଇଲା ଆଚେ । ସେ ଆଜିଜାଇ ରଇଲା ଏବେ ମିଲ୍ଲା ଆଚେ ।” ସେଟାର୍ପାଇ ସେମନ୍ ବଜି କର୍ବାର୍ ବସ୍ଲାଇ ।
ସେ ଗଟେକ୍ ଗତିଦାଙ୍ଗ୍ଡାକେ ଡାକିକରି ପାଚାର୍ଲା, “ଇତି କାଇଟା ଅଇଲାନି ?”
ଜନ୍ ପିଲାମନ୍ ଡାଣ୍ଡେବାଟେ ବସି ସେମନ୍ ସେମନ୍ ଡାକାଡାକିଅଇ କୁଆକୁଇ ଅଇବାଇ, “ ଅଇରେ, ଆମେ ତମର୍ଲଗେ ବାଉଁସି ପୁକ୍ଲୁ, ତମେ ନାଟ୍ କରାସ୍ନାଇ, ଦୁକର୍ ଗିତ୍ ଗାଇଲୁ, ତମେ କାନ୍ଦାସ୍ନାଇ, ସେମନ୍ ତାକର୍ପାରା ।