21 ସେ ପିଲା ତାର୍ ବାବାକେ କଇଲା, “ଏ ବାବା ମୁଇ ପର୍ମେସରର୍ ବିରଦେ ଆରି ତର୍ ବିରଦେ ପାପ୍ କଲିଆଚି ସେଟାର୍ପାଇ ତର୍ ପିଲା ଅଇବାର୍ ମର୍ ଅଦିକାର୍ ନାଇ ।”
ଆରି ସେ ଜାଗା ଚାଡି ବାବାର୍ ଲଗେ ଜିବାକେ ବାରଇଲା । ମାତର୍ ସେ ପିଲା ଦୁରିକେ ରଇଲାବେଲେ ବାବା ତାକେ ଦେକ୍ଲା । ତାକେ ଦେକି ବେସି କଲିକରମ୍ ଅଇ, ତାର୍ ଲଗେ ପାଲାଇ ଆସି ପାଟାଲିକରି ଚୁମ୍ଲା ।
ମାତର୍ ତାର୍ ବାବା ନିଜର୍ ଗତିଦାଙ୍ଗ୍ଡାମନ୍କେ କଇଲା, “ତମେ ବେଗି ଜାଇକରି ସବୁର୍ଟାନେଅନି ନିମାନ୍ ଚକାପଚିଆ ତାକେ ପିନ୍ଦାଇଦିଆସ୍ । ଆରି ତାର୍ ଆଙ୍ଗ୍ଟି ମୁନ୍ଦି ପିନ୍ଦାଆ । ତାର୍ ଗଡେ ପାଣ୍ଡଇ ପିନ୍ଦାଇଦିଆସ୍ ।”
ସେନ୍ତି ବଇଲେ ତା, ତମେ ପରମେସରର୍ ବେସି ଜିବନ୍ ଦୁକାଇଲାଟା, ଉଦାର୍ କର୍ବାଟା ଆରି ମୁରଚ୍ବାଟାକେ ନାମାସ୍ ନାଇ । ତମେ ସତଇସେ ଜାନିଆଚାସ୍ ଜେ, ତମର୍ ମନେ କାରାପ୍ କାମ୍ ଅଇଲାଟା ମାନିଅଇବାକେ ପରମେସର୍ ଏଡେକ୍ ଦୟା କଲାଆଚେ ।
ଏନ୍ତାରି ତମେ ସଙ୍ଗର୍ ବିସ୍ବାସି ବାଇମନର୍ ବିରୁଦେ ପାପ୍ କଲାସ୍ନି ଆରି ତାକର୍ ବୁଜ୍ବା ବପୁ ଉନାଟାକେ, ବାଦା ଦେଇ ମାପ୍ରୁ ଜିସୁର୍ ବିରୁଦେ ମିସା ପାପ୍ କଲାସ୍ନି ।