16 ଆରି ତାକେ ବେସି ବୁକ୍ ଲାଗ୍ତେ ରଇଲା । ତାକେ ଗୁସ୍ରିମନର୍ କାଦି କାଇବାକେ ମନ୍ଲାଗ୍ଲା ମାତର୍ ସେ କାଦି ମିସା ଦେଅତ୍ ନାଇ ।
ସୁକଲ୍ ଦିନ୍ସୁ କୁକୁର୍ମନ୍କେ ଦିଆସ୍ ନାଇ, ସେମନ୍ ପାସ୍ଲିକରି ତମ୍କେ ଚାବିପାକାଇବାଇ । ଗୁସ୍ରି ମନର୍ ମୁଆଟେ ମୁକ୍ତା ପାକାଆ ନାଇ, ସେମନ୍ ମୁକ୍ତାର୍ ମୁଲିଅ ନ ବୁଜିକରି ମାଣ୍ଡିପାକାଇବାଇ ।
ତେବେ ସେ ଗଡେ ଗଟେକ୍ ଲକର୍ ଗରେ କୁଲି ମିଲ୍ସି କାଇକି ବଲି କାମ୍ କଜ୍ବାର୍ ଗାଲା । ସେ ଲକ୍ ତାକେ ଗୁସ୍ରି ଚାରାଇବା କାମ୍ ଦେଲା ।
ସେବେଲେ ତାକେ ଚେତ୍ନା ଆଇଲାଜେ ସେ ମନେ ମନେ ଏନ୍ତି ବାବ୍ଲା । ମର୍ ବାବାର୍ ଗରେତା କାମ୍ କର୍ବା ଗତିଦାଙ୍ଗ୍ଡାମନର୍ କେତେ କାଦି ଉବ୍ରି ଗାଲାନି । ମାତର୍ ମୁଇ ଇତି ବୁକେ ମରିଜିବିବେ ।