ଲୁକ୍ 15:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ଅଲପ୍ ଦିନ୍ ଗାଲା ପଚେ ସାନ୍ ପିଲା ତାର୍ ବାଗର୍ ସବୁ ଦନ୍ ବିକିଦେଇ ମିଲ୍ଲା ଡାବୁ ଟୁଲିଆଇ ଗଟେକ୍ ଦୁର୍ ଦେସେ ଉଟିଗାଲା । ଆରି ତାର୍ ସବୁ ଡାବୁ ନିଜେ ମନ୍କଲା ଇସାବେ କର୍ଚ କଲା । အခန်းကိုကြည့်ပါ။ |
ବିନ୍ ଲକ୍ମନ୍କେ ସେମନ୍ ବେସି ଦୁକ୍ କସ୍ଟ ଦେଲାଇଆଚତ୍କେ ପର୍ମେସର୍ ମିସା ସେମନ୍କେ ଦୁକ୍ କସ୍ଟ ଦେଇସି । ନିଜର୍ ଗାଗଡ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ସେମନ୍ କାଇଟା ମିସା କର୍ବାଇ । ସେଟା ଦିନ୍ବେଲେ ମିସା କର୍ବାଇ । ମାତର୍ ସେମନ୍ ତମର୍ ସଙ୍ଗ୍ କାଇବାକେ ବସ୍ଲାବେଲେ ମିସା ସେନ୍ତାରି ଅଇତେରଇବାଇ, ଜନ୍ଟାକି ତମ୍କେ ଇଜତ୍ ଜିକି ଲାଜ୍ କରାଇସି ।