1 ଦିନେକ୍ ଜିସୁ କଇବା କାତା ସୁନ୍ବାକେ ସିସ୍ତୁ ମାଙ୍ଗ୍ବା ଲକ୍ମନ୍ ଆରି ଏନ୍ତି ବେସି ପାପିଲକ୍ମନ୍ ତାର୍ ଲଗେ ଆଇତେ ରଇଲାଇ ।
ତେବେ, ତମ୍କେ ଆଲାଦ୍ କର୍ବା ଲକ୍କେ ଆଲାଦ୍ କଲେ, ପର୍ମେସର୍ ତମ୍କେ କାଇକେ ପୁରୁସ୍କାର୍ ଦେଇସି ? ସିସ୍ତୁ ମାଙ୍ଗ୍ବା ଲକ୍ମନ୍ ମିସା ସେନ୍ତି କର୍ବାଇ ।
ଆରି ଦେକା, ସାରାସାରି ରଇଲା ଲକ୍ ଆଗ୍ତୁ ଅଇବାଇ ଆରି ଆଗ୍ତୁ ରଇବା ଲକ୍ମନ୍ ପଚେ ଅଇଜିବାଇ ।”
ଜନ୍ଲକ୍ମନ୍ ଏ ସବୁ କାତା ସୁନ୍ତେରଇଲାଇ, ସେମନ୍, ଜେନ୍ତାରିକି ସିସ୍ତୁମାଙ୍ଗୁମନ୍ ମିସା ପର୍ମେସରର୍ ଦାବିକଲାଟା ମାନି ଜଅନର୍ ଟାନେ ଡୁବନ୍ ନେଇରଇଲାଇ ।
ନିୟମ୍ ଚାଲ୍ଲାର୍ ପାଇ କାରାପ୍ କାମ୍ ବଡ୍ଲା । ମାତର୍ ପାପ୍ ବଡି ବଡି ଗାଲାକେ ପରମେସରର୍ ଜିବନ୍ଦୁକାନି ମିସା ବେସି ବଡ୍ଲା ।
ଏଟା କଇବାଟା ପୁରାପୁରୁନ୍ ସତ୍ ଆଚେ । ଆରି ସେଟା ଅଇସି କି ନଏଁ ବଲି ନ ବାବିକରି ନାମ୍ବାର୍ ଆଚେ । ପାପିମନ୍କେ ଉଦାର୍ କର୍ବାକେ କିରିସ୍ଟ ଜିସୁ ଏ ଜଗତେ ଆଇଲା ଆରି ପାପିମନର୍ ବିତ୍ରେଅନି ମୁଇ ବଡ୍ ପାପି ।