5 ତାର୍ ପଚେ ଜିସୁ ସେମନ୍କେ ପାଚାର୍ଲା, “ ବିସ୍ରାମ୍ବାରେ ତମର୍ ବିତ୍ରେଅନି ଗଟେକ୍ କାର୍ଆଲେ ନିଜର୍ ପିଲା ନଇଲେ ଗଟେକ୍ ଗରୁ କୁଇସାଲେ ଅଦ୍ରି ରଇଲେ ତାକେ ଦାପ୍ରେ ଜିକି ନ ଆନାସ୍ କି ?”
ମାତର୍ ଜିସୁ ତାକେ ଆରି ତେଇ ରଇଲା ଲକ୍ମନ୍କେ କଇଲା, “ଏ କୁଟିଆଲ୍ମନ୍ ! ତମେ ତମର୍ ଗରୁମନ୍କେ ମେଲି ପାନି କୁଆଇବାକେ ନିଆସ୍ ନାଇ କି ? ସେଟା ମିସା ଗଟେକ୍ କାମ୍ସେ ।”
ମାତର୍ ସେମନ୍ କାଇଟାବଲି ମିସା ନ କଇ ଚୁପ୍ଚାପ୍ ଅଇ ରଇଲାଇ । ସେଟାର୍ ପାଇ ଜିସୁ ସେ ରଗିକେ ଚିଇଲା ଆରି ନିକ କରି ପାଟାଇ ଦେଲା ।