20 ଆରି ଗଟେକ୍ ଲକ୍ କଇଲା, “ମୁଇ ନୁଆରେ ବିବା ଅଇଆଚି, ତେବେ ମୁଇ ଆସି ନାପାରି ।”
ଆରି ଗଟେକ୍ ଲକ୍ କଇଲା, “ମୁଇ ପାଁଚ୍ମୁଣ୍ଡ୍ ଗରୁ ଗେନ୍ଲି ଆଚି, ଗରୁମନ୍କେ କସିକରି ଦେକ୍ବାକେ ଗାଲିନି । ଆସିନାପାରି ଦୟାକରି ତର୍ ସାଉକାର୍କେ ଅଲପ୍ କଇଦେସ୍ ।”
ତାର୍ ପଚେ ସେ ଗତିଦାଙ୍ଗ୍ଡା ଆସି ସାଉକାର୍କେ ଏ ସବୁ କାତା ଜାନାଇଲା । ସେଟା ସୁନି ସାଉକାର୍ ବେସି ରିସାଅଇଜାଇ ତାକେ କଇଲା, “ଦାପ୍ରେ ଜାଇକରି ନଅରେ ଆରି ଗାଉଁ ମନ୍କେ ରଇଲା ଗରିବ୍, କାଣା, ଚଟା, ବଇରା ଆରି ଚେରେଙ୍ଗ୍ରଗିମନ୍କେ ଇତି ଡାକି ଆନ୍ ।”
ମାତର୍ ଜେ ବିବାଅଇଆଚେ, ସେ ଏ ଜଗତର୍ ସବୁ ବିସଇନେଇ ଚିନ୍ତା କର୍ସି । କାଇକେବଇଲେ ସେ ତାର୍ ମାଇଜିକେ ସାର୍ଦାସଙ୍ଗ୍ ରକ୍ବାକେ ମନ୍ କର୍ସି ।