17 ଆରି ରାନ୍ଦ୍ବାଟା ଟିକ୍ ଅଇଲା ପଚେ ସାଉକାର୍ ତାର୍ ଗତିଦାଙ୍ଗ୍ଡାକେ ଡାକି କଇଲା, “ମୁଇ ବଜିର୍ ପାଇ ଡାକ୍ଲା ଲକ୍କେ ଜାଇ କଅ, କାଇବାଟା ଅଇଗାଲାବେ କାଇବାକେ ଆସତ୍ ।”
ଜିସୁ ସେ ଲକ୍କେ କଇଲା, “ତରେକ୍ ଗଟେକ୍ ଲକ୍ ବେସି ବଡ୍ ବଜି କଲା ।” ସେ ବଜିତେଇ ବେସି ଗତିଆମନ୍କେ ଡାକି ରଇଲା ।
ମାତର୍ ଲକ୍ମନ୍ ଗଟେକ୍ ରକାମ୍ କଇଲାଇ, “ମକେ କାମ୍ ଆଚେ, ନ ଆସୁ” ବଲି । ଗଟେକ୍ ଲକ୍ କଇଲା “ମୁଇ ନୁଆ ବେଡା ଗେନ୍ଲି ଆଚି ସେ ବେଡା ଦେକ୍ବାକେ ଜିବି । ଆସି ନାପାରି, ଦୟାକରି ତର୍ ସାଉକାର୍କେ ଅଲପ୍ କଇଦେସ୍ ।”
ପରବର୍ ସାରାସାରି ଦିନେ, ଜନ୍ଟାକି ମୁକିଅ ଦିନେ, ଜିସୁ ଟିଆଅଇ ଆକ୍ମାରି କଇଲା, “ଜଦି କାକେ ସସ୍ କଲାନି, ସେ ମର୍ ଲଗେ ଆସ ।
ଏ ମର୍ ଇସ୍ରାଏଲର୍ ବାଇମନ୍, ଅବ୍ରାଆମର୍ ନାତିତିତିମନ୍ ଆରି ପରମେସର୍କେ ପାର୍ତନା କର୍ବାକେ ଇତି ରୁଣ୍ଡ୍ଲା ଜିଉଦି ନଇଲା ଲକ୍ମନ୍, ଆମ୍କେ ସେ ମୁକ୍ତିର୍ କବର୍ ମିଲ୍ଲା ଆଚେ ।
ଏଟା ସବୁ ପର୍ମେସର୍ କଲାଆଚେ । ସେ କିରିସ୍ଟକେ ଦେଇ ଆମ୍କେ ସତ୍ରୁ ରଇବା ତେଇଅନି ମଇତର୍ କରିଆଚେ । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ ।