9 ତାର୍ ପଚେ ଜଦି ପଲ୍ ଦାର୍ଲେତା ନିକ, ନଇଲେ ତାକେ କାଟି ପାକାଉଁ ।”
ତରେକ୍ ଜିସୁ ବିସ୍ରାମ୍ବାରେ ଗଟେକ୍ ପାର୍ତନା ଗରେ ସିକିଆ ଦେଇତେରଇଲା ।
ମାତର୍ ଜାଗୁଆଲ୍ ସାଉକାର୍କେ କଇଲା, “ସାଉକାର୍ ଏଟାକେ ବର୍ସେକ୍ ମିସା ଚାଡିଦେଉଁ, ମୁଇ ଏ ବିତ୍ରେ ଗଚର୍ ଚାରିବେଡ୍ତି କୁନିକରି କତ୍ ଦେବି,
ମର୍ଟାନେ ରଇବା ପିଲ୍କା ମାଲେ ପଲ୍ ନ ଦାର୍ଲେ, ସେ କାଟି ପାକାଇସି । ଆରି ଜନ୍ ମାଲେ ପଲ୍ ଦାର୍ସି ସେ ମାଲ୍ ଅଦିକ୍ ପଲ୍ ଦାର୍ବାକେ ପରିଚଲ୍ କର୍ସି ।
ଜିଉଦିମନ୍ ମାପ୍ରୁ ଜିସୁକେ ଆରି ବବିସତ୍ବକ୍ତାମନ୍କେ ମରାଇରଇଲାଇ ଆରି ଆମ୍କେ ମିସା ଦୁକ୍ କସ୍ଟ ଦେଇରଇଲାଇ । ସେମନର୍ଟାନେ ପର୍ମେସର୍ ସାନ୍ତି ନାଇ । ସେମନ୍ ସବୁ ମୁନୁସ୍ଜାତିର୍ ସତ୍ରୁ ।
ମାତର୍ ସେ ଜମିଟାନେ ଜଦି କାଟା ଗଚ୍ ଅଇସି, ଆରି ଲାଟାବୁଟା ଗାଜା ଅଇସି, ତେବେ ସେଟା କାଇ ଲଡାକେ ନ ଲାଗେ । ଆରି ସେଟାକେ ପର୍ମେସର୍ ଡଣ୍ଡ୍ ଦେଇସି ଆରି ସେଟାମନ୍କେ ଜଇଟାନେ ପଡାଇଦେଇସି ।