5 ନାଇ, ମୁଇ ତମ୍କେ କଇଲିନି, ପାପେଅନି ମନ୍ ନ ବାଦ୍ଲାଇଲେ ତମେସବୁ ଲକ୍ ସେନ୍ତି କୁରୁପ୍ନାସ୍ ଅଇଜାଇସା ।”
ମୁଇ ତମ୍କେ କଇଲିନି, ଜେଡେବେଲେ ଜାକ ପାପେଅନି ମନ୍ ନ ବାଦ୍ଲାଆସ୍, ତମେ ସବୁ ଲକ୍ ସେନ୍ତାରି କୁରୁପ୍ନାସ୍ ଅଇଜାଇସା ।
ନଇଲେ ସିଲଅତେଇ ରଇଲା ଜନ୍ ଅଟ୍ର ଲକର୍ ଉପ୍ରେ ବଡ୍ ଗର୍ ଅଦ୍ରି ମରିଜାଇ ରଇଲା, ସେମନ୍ ତେବେ ? ତମେ ସେମନ୍କେ ଜିରୁସାଲାମର୍ ବିନ୍ ଲକ୍ମନର୍ ଟାନେଅନି ଅଦିକ୍ ପାପ୍ କଲାଇ ଆଚତ୍ ବଲି ବାବ୍ଲାସ୍ନି କି ?
ଆରି ଜିସୁ ଏ କାତାନି କଇଲା, ଗଟେକ୍ ଲକର୍ ଅଙ୍ଗୁର୍ ବାଡେ ଗଟେକ୍ ଡୁମ୍ରି ଗଚ୍ ରପିରଇଲା । ସେ ସାଉକାର୍ ଆସି ତେଇ ପଲ୍ କଜ୍ଲା, ମାତର୍ ମିଲେନାଇ ।