ଲୁକ୍ 13:35 - ସତିଅର୍ ବାଟ୍ ନୁଆ ନିୟମ୍ 202035 ଦେକା, ତମର୍ ମନ୍ଦିର୍ ଚାଡିଦେଇ ଆଚତ୍ । ସେଟାର୍ ପାଇ ପର୍ମେସର୍ ଏବେ ତମ୍କେ ‘ପାର୍ତନା ଗର୍ ଆରି ତମର୍ ଗଡ୍ ନିଜେ ରକିଆ କରା’ ବଲି ଚାଡି ଦେଲାଆଚେ । ମୁଇ ତମ୍କେ କଇଲିନି, ପର୍ମେସର୍ ଜନ୍ ଲକ୍କେ ଆସିର୍ବାଦ୍ କରି ଆମର୍ ଲଗେ ପାଟାଇଲାଆଚେ ବଲି ମର୍ ବିସଇ ନେଇ, ତମେ ନ କଇବାଜାକ ମକେ ଦେକିନାପାରାସ୍ ।” အခန်းကိုကြည့်ပါ။ |
ଏ ଜିରୁସାଲାମ୍, ଏ ଜିରୁସାଲାମ୍, ତୁଇ ବବିସତ୍ବକ୍ତାମନ୍କେ ମରାଇଲୁସ୍ନି ଆରି ପର୍ମେସର୍ ପାଟାଇରଇଲା କବର୍ ଆନୁମନ୍କେ ପାକ୍ନା ମାରି ମରାଇଲୁସ୍ନି । ମାଇ କୁକ୍ଡା ତାର୍ ଟିଅଁମନ୍କେ ଡେନା ବିତ୍ରେ ଦାରି ଅଲଣ୍ଡ୍ଲାପାରା, ତର୍ ଲକ୍ମନ୍କେ ମୁଇ ପାଟାଲି ରକିଆ କର୍ବାକେ କେତେ କେତେ ତର୍ ଚେସ୍ଟା କଲି । ମାତର୍ ମକେ ସେନ୍ତାରି କର୍ବାକେ ଦେଉସ୍ ନାଇ ।