ଲୁକ୍ 13:32 - ସତିଅର୍ ବାଟ୍ ନୁଆ ନିୟମ୍ 202032 ଜିସୁ ସେମନ୍କେ କଇଲା, “ତମେ ଜାଇ ସେ କଲିଆପାରା ଲକ୍କେ କୁଆ, ଦେକ୍ ଆଜି ଆରି କାଲି ମୁଇ ଡୁମା ଚାଡାଇଲିନି ଆରି ନିକ କଲିନି । ଆରି ପର୍ଦିନ୍କେ ମୁଇ ମର୍ କାବା ଅଇଜିବା କାମ୍କଲିନି । ପର୍ମେସରର୍ ଜଜ୍ନାଇ ରଇଲା ବେଲା କେଟ୍ବା ଆଗ୍ତୁ, ମୁଇ ଏନ୍ତି କାମ୍ କରି ସାରାଇବି । အခန်းကိုကြည့်ပါ။ |