31 ସେଡ୍କିବେଲେ କେତେଟା ପାରୁସି ଲକ୍ମନ୍ ଜିସୁର୍ ଲଗେ ଆସି କଇଲାଇ, “ତମେ ଏ ଜାଗା ଚାଡି ଉଟି ଜା, କାଇକେ ବଇଲେ ଏରଦ୍ ତମ୍କେ ମରାଇବାକେ ମନ୍ କଲାନି ।”
ସେବେଲେ ଗାଲିଲି ଦେସର୍ ସାସନ୍ କାରିଆ ଏରଦ୍, ଜିସୁର୍ ବିସଇ ସୁନ୍ଲା ।
ଆର୍ ଆଗ୍ତୁ ଏରଦ୍ ଜଅନ୍କେ ବାନ୍ଦ୍ବାକେ ଆଦେସ୍ ଦେଇରଇଲା ଆରି ତାକେ ସିକିଲି ସଙ୍ଗ୍ ବାନ୍ଦି, ବନ୍ଦି ଗରେ ସଙ୍ଗଇରଇଲା । ତାର୍ ବାଇ, ପିଲିପର୍ ମାଇଜି ଏରଦିଆର୍ ଲାଗି, ସେ ଏନ୍ତି କରିରଇଲା ।
ମାତର୍ ଏରଦର୍ ଜନମ୍ ପୁର୍ତି ଦିନେ ଏରଦିଆର୍ ଟକି, ଡାକାଇରଇବା ଲକ୍ମନର୍ ମୁଆଟେ ନାଟ୍ କରିରଇଲା ।
ପିଲାତ୍ ଜିସୁକେ ଗାଲିଲି ଦେସର୍ ଲକ୍ ବଲି ଜାନି, ତାକେ ଗାଲିଲି ଦେସ୍ ସାସନ୍ କର୍ବା ଏରଦର୍ଲଗେ ପାଟାଇ ଦେଲା । କାଇକେ ବଇଲେ, ସେ ବେଲେ ଏରଦ୍ ମିସା ଜିରୁସାଲମେ ରଇଲା ।
ବଡ୍ ସାସନ୍କାରିଆ ତିବିରିଆ କାଇସର୍ ସାସନ୍ କର୍ବା ପନ୍ଦ୍ର ବରସ୍ ଅଇଲାବେଲେ, ପାନ୍ତିୟ ପିଲାତ୍ ଜିଉଦା ରାଇଜ୍ ସାସନ୍ କର୍ତେରଇଲା । ଆରି ଏରଦ୍ ଗାଲିଲିର୍ ସାସନ୍କାରିଆ ରଇଲା । ଏରଦର୍ ବାଇ ପିଲିପ୍ ଇତୁରିଆ ଆରି ତାକ୍ନିତ୍ ରାଇଜର୍ ସାମନ୍ତ୍ ରାଜା ରଇଲା । ଲୁସାନିଆ ନାଉଁର୍ ଗଟେକ୍ ଲକ୍ ଅବିଲିନି ରାଇଜର୍ ସାମନ୍ତ୍ ରାଜା ରଇଲା ।
ଏତ୍କିବିତ୍ରେ ଗାଲିଲିର୍ ମୁକିଅ ରାଜା ଏରଦ୍ ଏ ସବୁ ଅଇରଇବା ବିସଇ ଜାନି କାନାବାନା ଅଇଗାଲା । କାଇକେବଇଲେ ଡୁବନ୍ ଦେଉ ଜଅନ୍ ମଲାତେଇଅନି ଉଟ୍ଲାଆଚେ ବଲି କେ କେ କଇତେରଇଲାଇ ।