26 ମାତର୍ ତମେ କଇସା ‘ଏ ମାପ୍ରୁ ଆମେ ତମର୍ ସଙ୍ଗ୍ କାଇପିଇ ଅଇରଇଲୁ, ତୁଇ ଆମର୍ ଦୁଆର୍ ମନ୍କେ ସିକିଆ ଦେଇତେରଇଲୁସ୍ ବଲି କଇସା’
ଆରି ସେ ତମ୍କେ କଇସି, ତମେ କନ୍ ଜାଗାର୍ ଲକ୍ମନ୍ ମୁଇ ତମ୍କେ ମୁଲ୍କେ ନାଜାନି, ଏ କରାପ୍ କାମ୍ କର୍ବା ଲକ୍ମନ୍, ‘ତମେ ସବୁ ମର୍ ମୁଆଟେ ଅନି ଉଟି ଜା ।’
ତେବର୍ପାଇ ପାପ୍କାମ୍ ଚାଡି ନିକ କାମ୍ କରା, ଅବ୍ରାଆମ୍ତା ଆମର୍ ଆନିଦାଦି ବଲି ମନେ ମନେ ବାବାନାଇ, କାଇକେବଇଲେ ମୁଇ ତମ୍କେ କଇଲିନି, ପର୍ମେସର୍ ଏ ପାକ୍ନାମନର୍ଟାନେଅନି ମିସା ଅବ୍ରାମର୍ ପିଲାଜିଲା ଉବ୍ଜାଇ ପାର୍ସି ।
ପର୍ମେସର୍କେ ସେବା କଲିନି ବଲି ଦେକାଇବାଇ, ମାତର୍ ତାର୍ ବପୁ ତାକର୍ ଜିବନ୍ ବାଦ୍ଲାଇବାକେ ନ ଦେଅତ୍ । ସେନ୍ତାରି ଲକ୍ମନର୍ଟାନେଅନି ଦୁରିକେ ର ।
ଏ ଲକ୍ମନ୍ ପର୍ମେସର୍କେ ଜାନିଆଚୁ ବଲି କଇ ବୁଲ୍ବାଇ, ମାତର୍ ତାକର୍ ଚଲାଚଲ୍ତିଟାନେ ସେଟା ନ ଡିସେ । ସେମନ୍ ଗିନ୍ କର୍ବାଲକ୍, କାତା ନ ମାନ୍ବା ଲକ୍ ଆରି କାଇ ଦରମ୍ ବିସଇ କଇବାକେ ନାପାରତ୍ ।