ଲୁକ୍ 13:25 - ସତିଅର୍ ବାଟ୍ ନୁଆ ନିୟମ୍ 202025 ମୁଇ ଗଟେକ୍ ଗରର୍ ସାଉକାର୍ ପାରା । ଜେଡେବଲ୍ ସେ ସାଉକାର୍ କାପାଟ୍ ଡାବି ଦେଇସି । ସେଡ୍କି ବେଲେ ତମେ ଦୁଆରେ ଟିଆ ଅଇ ରଇସା ଆରି କାପାଟ୍ ଡକ୍ ଡକ୍ କରି ଏ ମାପ୍ରୁ ଆମର୍ ପାଇ କାପାଟ୍ ଉଗାଡା ! ବଲି ଜୁଆର୍ ବିଆର୍ କର୍ସା । ମାତର୍ ସେ କାପାଟ୍ ନ ଉଗାଡି ସେମନ୍କେ କଇସି, ‘ତମେ କନ୍ତିଅନି ?’ ମୁଇ ତମ୍କେ ମୁଲ୍କେ ନାଜାନି । အခန်းကိုကြည့်ပါ။ |
ପର୍ମେସର୍ କଇବାଟା ସୁନା । “ ତମ୍କେ ଦୟା ଦେକାଇବା ବେଲା ସମାନ୍ ଅଇଲାକେ, ମୁଇ ତମେ ଗୁଆରି କଲାଟା ସୁନ୍ଲି । ଜନ୍ ଦିନେ ମୁଇ ମୁକ୍ଲାଇବା ଦିନ୍ ବଲି ଟିକ୍ କଲି, ସେ ଦିନେ ମୁଇ ତମ୍କେ ସାଇଜ କଲି ।” ସୁନା ! ପର୍ମେସର୍ ତମ୍କେ ତାର୍ ଆଲାଦ୍ ଦେକାଇବି ବଲି, ଟିକ୍ କଲା ଦିନ୍ ଆଜିସେ । ତମର୍ ପାପର୍ ଡଣ୍ଡେ ଅନି ସେ ତମ୍କେ ରକିଆ କର୍ବା ଦିନ୍ ଆଜି ସେ ।