22 ତାର୍ ପଚେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଜିରୁସାଲମେ ଗାଲାବେଲେ ଗାଉଁମନ୍କେ ଆରି ଗଡ୍ମନ୍କେ ପର୍ମେସରର୍ ରାଇଜର୍ ବିସଇ ସିକାଇ ଦେଲା ।
ଜିସୁ ଗାଉଁ ଗାଉଁ ବୁଲି ବୁଲି ଜିଉଦିମନର୍ ପାର୍ତନା ଗର୍ମନ୍କେ ଜାଇ ସିକାଇ ଦେଇତେ ରଇଲା । ଆରି ପର୍ମେସରର୍ ରାଇଜର୍ ନିମାନ୍ କାତା କଇତେରଇଲା । ବିନ୍ ବିନ୍ ଜର୍ ଆରି ରଗ୍ ଦାର୍ଲା ଲକ୍ମନ୍କେ ସବୁ ନିକ କରିଦେଲା ଆରି ପାର୍ତନା ଗରେ ସିକିଆ ଦେଲା ।
ଆରି ତେଇର୍ ଲକ୍ମନ୍ ତାକେ ବିସ୍ବାସ୍ ନ କର୍ବାଟା ଦେକି ଜିସୁ କାବାଅଇଗାଲା ।
ସେବେଲେ ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ କଇଲା, “ଏ ମାପ୍ରୁ, ଉନା ଲକ୍ମନ୍ସେ ପାପେ ଅନି ରକିଆ ପାଇବାଇ କି ?” ଜିସୁ ସେମନ୍କେ କଇଲା,
ପଚେ ଜେଡେବେଲେ ଜିସୁର୍ ସର୍ଗେ ଜିବାର୍ ବେଲା କେଟିଆଇତେରଇଲା, ସେଡେବେଲେ ସେ ଜିରୁସାଲାମ୍ ଜିବାକେ ମନ୍କଲା ।
ନାଜରିତର୍ ଜିସୁର୍ ବିସଇ ଆରି ପରମେସର୍ ତାକେ କେନ୍ତି ସୁକଲ୍ ଆତ୍ମା ଆରି ବପୁ ପୁରାପୁରୁନ୍ ଦେଇରଇଲା, ସେଟା ଜାନୁସ୍ । ଆରି ଜାନିଆଚୁସ୍, ସେ ସବୁ ବାଟେ ଜାଇ ନିକନିକ କାମ୍ମନ୍ କରିରଇଲା । ସଇତାନର୍ ବାନ୍ଦନେ ରଇଲା ଲକ୍ମନ୍କେ ମୁକ୍ଲାଇଲା । କାଇକେବଇଲେ ପରମେସର୍ ତାର୍ ସଙ୍ଗ୍ ରଇଲା ।