18 ତାର୍ ପଚେ ଜିସୁ କଇଲା, “ପର୍ମେସରର୍ ରାଇଜ୍ କେନ୍ତାଟା, ଆରି ମୁଇ କାଇଟା ସଙ୍ଗ୍ ସେଟା ସମାନ୍ କର୍ବି ?
ଜିସୁ ତାର୍ ସିସ୍ମନ୍କେ ଆରି ଗଟେକ୍ ବିସଇ କାତାନି ଇସାବେ କଇଲା, ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକର୍ ପାରା । ସେ ଲକ୍ ତାର୍ ଜମିଟାନେ ନିକ ବିଅନ୍ ବୁନ୍ଲା ।
ଆରି ସେ କଇଲା, “ପର୍ମେସରର୍ ରାଇଜ୍ ଏନ୍ତାରି । ଗଟେକ୍ ଲକ୍ ନିଜର୍ ପଦାଇ ବିଅନ୍ ବୁନ୍ସି ।
ଜିସୁ ଆରି କଇଲା, “ପର୍ମେସରର୍ ରାଇଜ୍ କେନ୍ତିଟା ଆରି କାଇଟା ସଙ୍ଗ୍ ସମାନ୍ କରିଅଇସି ?”
ଆରି ପର୍ମେସର୍ ଇତି ସାସନ୍ କଲାନି ନଇଲେ ସିତି ସାସନ୍ କଲାନି ବଲି କଇବାର୍ ନାପାରାସ୍ । କାଇକେ ବଇଲେ, ଲକ୍ମନର୍ ମନ୍ ବିତ୍ରେ ପର୍ମେସର୍ ସାସନ୍ କର୍ସି ।”
ଜିସୁ ଆରିତରେକ୍ କଇଲା, ଏବର୍ ଲକ୍ମନ୍କେ ମୁଇ କାର୍ ସଙ୍ଗ୍ ସମାନ୍ କର୍ବି ? ଆରି ସେମନ୍ କାର୍ ପାରା ?