17 ଜିସୁ କଇଲା କାତା ସୁନି ତାର୍ ବିରଦି ଲକ୍ମନ୍ ଲାଜ୍ ଅଇଲାଇ । ମାତର୍ ବିନ୍ ଲକ୍ମନ୍ ସେ କର୍ବା ସବୁ କାବାଅଇଜିବା କାମ୍ ଦେକି ସାର୍ଦା ଅଇଗାଲାଇ ।
ଏତର୍ ମିସା ସେମନ୍ ଏ କାତାର୍ ଉତର୍ ଦେଇ ନାପାର୍ଲାଇ ।
ସେ ଦାପ୍ରେ, ସେ କାଣା ଦେକି ପାର୍ଲା । ଆରି ପର୍ମେସର୍କେ ଦନିଅବାଦ୍ କରିକରି ଜିସୁର୍ ସଙ୍ଗ୍ ଗାଲା । ଏ ଗଟ୍ନା ଦେକ୍ଲା ସବୁ ଲକ୍ମନ୍ ପର୍ମେସରର୍ ଡାକ୍ପୁଟା କଲାଇ ।
କାଇକେ ବଇଲେ ଗୁଲାଇ ଲକ୍, ଜିସୁ ସିକାଇଦେବା କାତା ଆରି ସେ କଇତେରଇବା ପଦ୍ମନ୍ ମନ୍ଦିଆନ୍ ଦେଇ ସୁନ୍ତେ ରଇଲାଇ । ତେବର୍ ପାଇ ସେମନ୍ କେନ୍ତାର୍ କର୍ବାର୍ ବଲି ବାଟ୍ ମିଲାଇ ନାପାର୍ତେ ରଇଲାଇ ।
କାଇକେବଇଲେ ଜିସୁକେ ଆରି କେ ମିସା ପର୍ସନ୍ ପାଚାର୍ବାକେ ସାଆସ୍ କରତ୍ ନାଇ ।
ମାତର୍ ବଡ୍ସବାର୍ ଲକ୍ ଆରି ଡାଟ୍ସଙ୍ଗ୍ ସେମନ୍କେ ଦମ୍କାଇକରି ଚାଡି ଦେଲାଇ । ସେମନ୍କେ ଡଣ୍ଡ୍ଦେବାଟା କସ୍ଟ ବଲି ସେମନ୍ ଜାନିପାର୍ଲାଇ । କାଇକେ ବଇଲେ ସେ କାବାଅଇଜିବା କାମର୍ ଲାଗି ଲକ୍ମନ୍ ପର୍ମେସର୍କେ ଜୁଆର୍ କର୍ତେ ରଇଲାଇ ।
ମାତର୍ ସେମନ୍ ନିଜେ ପାଁଚିରଇବାଟା ସବୁବେଲର୍ପାଇ ନ ରଏ । କାଇକେବଇଲେ ଜାନାସ୍ ଆରି ଜିମିରସ୍ ବକୁଆଟାମନ୍ ବଲି ଆଗ୍ତୁର୍ ଲକ୍ ଜାନ୍ଲାଇ, ସେନ୍ତାରିସେ ଏବର୍ ଲକ୍ମନ୍ ମିସା ସେମନ୍ ବକୁଆ ବଲି ଜାନ୍ବାଇ ।
ଜେତ୍କି ବିସଇ ସିକାଇଲୁସ୍ନି, ସେ ସବୁ ବିସଇ ସତ୍ ରଅ ଜେନ୍ତାରିକି ଲକ୍ମନ୍ ନିନ୍ଦା କରିନାପାରତ୍ । ଜେତ୍କି ଲକ୍ ଜିସୁକିରିସ୍ଟର୍ପାଇ ତୁଇ କର୍ବା କାମ୍ ବିରଦ୍ କଲାଇନି, ସେମନ୍ ସବୁ ଲାଜ୍ ଅଇଜିବାଇ । କାଇକେବଇଲେ ଆମ୍କେ ନିନ୍ଦା କର୍ବାକେ ତାକର୍ଟାନେ କାଇଟା ନ ରଏ ।
ମାତର୍ ମନ୍ବିତ୍ରେ ସୁଆଲ୍ ରଇକରି, ସନ୍ମାନ୍ ଦେଇକରି କାତାଉଆ । ତମର୍ ବିବେକ୍ ତମ୍କେ ଦସି ନ କର । ଜେନ୍ତାରିକି ତମର୍ ନିକ ଚଲାଚଲ୍ତି ବିରୁଦେ ଜେତ୍କି ଲକ୍ ନିନ୍ଦା କର୍ବାଇ, ତାକର୍ କାତାଇସେ ସେମନ୍ ଲାଜ୍ ଅଇବାଇ ।