ଲୁକ୍ 13:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ଗାଲିଲିଅନି କେତେ ଲକ୍ ଆସି ପାର୍ତନା ଗରେ ବଲି ଦେଇତେରଇଲାବେଲେ ପିଲାତ୍ ତାର୍ ସଇନମନ୍କେ ପାଟାଇ ଗାଲିଲିଅ ମନ୍କେ ମରାଇଲା । ତେଇ ମଲାଲକର୍ ବନି ପୁଜ୍ଲା ପସୁର୍ ବନି ସଙ୍ଗ୍ ମିସ୍ଲା । ଏ ବିସଇ କେତେଲକ୍ ଆସି ଜିସୁକେ ଜାନାଇଲାଇ । အခန်းကိုကြည့်ပါ။ |