52 ଏବେଅନି ଗଟେକ୍ ଗରେ ପାଁଚ୍ ଲକ୍ ରଇଲେ, ଦୁଇଲକର୍ ବିରୁଦେ ତିନ୍ଲକ୍ ଆରି ତିନ୍ଲକର୍ ବିତ୍ରେ ଦୁଇ ଲକ୍ ବାଗ୍ ଅଇବାଇ ।
ଜଗତେ ସାନ୍ତି ଦେବାକେ ଆସିଆଚେ ବଲି ତମେ କାଇ ମକେ ବାବ୍ଲାସ୍ନି କି ? ନାଇ ମୁଇ ସାନ୍ତି ଆନ୍ବାକେ ନାଇ, ମାତର୍ ବିଚାର୍ନା କର୍ବାକେ ଆସିଆଚି ।
ପଅର୍ ବିରୁଦେ ବାବା, ବାବାର୍ ବିରୁଦେ ପଅ, ଜିଇର୍ ବିରୁଦେ ମା, ମାଆର୍ ବିରୁଦେ ଜିଇ, ବୁଆରିର୍ ବିରୁଦେ ସାତ୍ରି, ସାତ୍ରିର୍ ବିରୁଦେ ବୁଆରି ବିନେ ଅଇବାଇ ।”
ସେମନ୍ ତମ୍କେ ପାର୍ତନା ଗରେଅନି ବାର୍କରାଇ ଦେବାଇ । ଉଁ ଏନ୍ତାରି ବେଲା ଆଇଲାନି, ଜେ ମିସା ତମ୍କେ ମରାଇବାଇ, ସେଟା ପର୍ମେସର୍କେ ସେବା କଲାପାରା ରଇସି ।
କେତେଟା ପାରୁସିମନ୍ କଇଲାଇ, “ଏ ଲକ୍ ପର୍ମେସରର୍ ତେଇଅନି ଆସେ ନାଇ । ସେଟାର୍ ପାଇଁ ସେ ବିସ୍ରାମ୍ ଦିନର୍ ନିୟମ୍ ମାନେନାଇ ।” ଆରି ଅଦେକ୍ ଲକ୍ମନ୍ କଇଲାଇ, “ଗଟେକ୍ ପାପି ଲକ୍ କେବେ ମିସା ଏନ୍ତି କାବାଅଇଜିବା କାମ୍ କରିନାପାରେ ।” ଏନ୍ତି ଜିଉଦି ଲକ୍ମନ୍ ଦୁଇ ବାଗ୍ ଅଇଗାଲାଇ ।
ତେଇ କେତେ ଲକ୍ ପାଉଲ୍ କଇଲା କାତା ବିସ୍ବାସ୍ କଲାଇ, ମାତର୍ କେତେ ଲକ୍ ବିସ୍ବାସ୍ କରତ୍ ନାଇ ।