51 ଜଗତେ ସାନ୍ତି ଦେବାକେ ଆସିଆଚେ ବଲି ତମେ କାଇ ମକେ ବାବ୍ଲାସ୍ନି କି ? ନାଇ ମୁଇ ସାନ୍ତି ଆନ୍ବାକେ ନାଇ, ମାତର୍ ବିଚାର୍ନା କର୍ବାକେ ଆସିଆଚି ।
ଜିସୁ କଇଲା, “ମୁଇ ଏ ଦୁନିଆଇ ଜଇ ଲାଗାଇବାର୍ ଆଇଲିଆଚି । ସେଟା ଜଦି ଲାଗ୍ବାକେ ଆରାମ୍ ଅଇଲାନି, ସେନ୍ତାର୍ଆଲେ ମୁଇ ମନ୍କଲାଟା ପୁରାପୁରୁନ୍ ଅଇଗାଲାବେ ।
ଏବେଅନି ଗଟେକ୍ ଗରେ ପାଁଚ୍ ଲକ୍ ରଇଲେ, ଦୁଇଲକର୍ ବିରୁଦେ ତିନ୍ଲକ୍ ଆରି ତିନ୍ଲକର୍ ବିତ୍ରେ ଦୁଇ ଲକ୍ ବାଗ୍ ଅଇବାଇ ।
ପାଉଲ୍ ଏ ସବୁ କାତା କଇଲାକେ, ଜିଉଦିମନ୍ ନିଜର୍ ନିଜର୍ ବିତ୍ରେ ଦଦାପେଲା ଅଇଅଇକରି ଉଟିଗାଲାଇ ।