ଲୁକ୍ 12:45 - ସତିଅର୍ ବାଟ୍ ନୁଆ ନିୟମ୍ 202045 ଜଦି ସେ ଦାଙ୍ଗ୍ଡା, ମର୍ ସାଉକାର୍ ଆଇବାଟା ଅଲ୍ସମ୍ ଅଇସି ବଲି ମନେକରି, ମାତୁଆଲ୍ ଅଇ ବିନ୍ ଦାଙ୍ଗ୍ଡାମନ୍କେ ଲାଗ୍ମାର୍ କର୍ବାର୍ ଆରାମ୍ କର୍ସି, အခန်းကိုကြည့်ပါ။ |
ବିନ୍ ଲକ୍ମନ୍କେ ସେମନ୍ ବେସି ଦୁକ୍ କସ୍ଟ ଦେଲାଇଆଚତ୍କେ ପର୍ମେସର୍ ମିସା ସେମନ୍କେ ଦୁକ୍ କସ୍ଟ ଦେଇସି । ନିଜର୍ ଗାଗଡ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ସେମନ୍ କାଇଟା ମିସା କର୍ବାଇ । ସେଟା ଦିନ୍ବେଲେ ମିସା କର୍ବାଇ । ମାତର୍ ସେମନ୍ ତମର୍ ସଙ୍ଗ୍ କାଇବାକେ ବସ୍ଲାବେଲେ ମିସା ସେନ୍ତାରି ଅଇତେରଇବାଇ, ଜନ୍ଟାକି ତମ୍କେ ଇଜତ୍ ଜିକି ଲାଜ୍ କରାଇସି ।