39 ମାତର୍ ଏଟା ଜାନିରୁଆ, କେଡେବେଲେ ଚର୍ ଆଇସି, ଏଟା ଗରର୍ ସାଉକାର୍ ଜେବେ ଜାନ୍ସି, ସେନ୍ତାର୍ଆଲେ ସେ ନିଜର୍ ଗରର୍ ପେଡି ବାଙ୍ଗାଇବାକେ ନ ଦେଏ ।
ସେନ୍ତି ବଇଲେ ତମେ ଜାଗ୍ରତ୍ ଅଇ ରୁଆ, କାଇକେ ବଇଲେ ତମର୍ ମାପ୍ରୁ କେଡେବେଲା ଆଇସି, ତମେ ନାଜାନାସ୍ ।
“ଏ ଦୁନିଆଇ ନିଜର୍ପାଇ ଦନ୍ ଅର୍ଜା ନାଇ । ଇତି ସଙ୍ଗଇଲା ଦନ୍ ଅଲ୍ମା କାଇ ଚିଲମ୍ ଦାର୍ସି ଆରି ଚର୍ମନ୍ କତି କାଣା କରି ଚରାଇନେବାଇ ।
ମାପ୍ରୁର୍ ଦିନ୍ ଚର୍ ଆଇଲା ରକାମ୍ କେଟିଜାଇସି । ସେ ଦିନେ ବାଦଲ୍ ସବୁ ବେସି ସବଦ୍ ସଙ୍ଗ୍ ନସ୍ଟ ଅଇଜାଇସି, ବାଦ୍ଲେ ଉଜଲ୍ ରଇବାଟାମନ୍ ସବୁ ସିଲିଜାଇସି, ପୁର୍ତିବି ଆରି ସିତି ରଇଲା ଲକ୍ମନ୍ ତିଆର୍ କଲା ଜେତେକ୍ ସବୁ ଜିନିସ୍ ପଡିଜିବାଇ ।
ସୁନା, ମୁଇ ଚର୍ ପାରା ଆଇଲିନି । ଜନ୍ ଲକ୍ମନ୍ ଜାଗ୍ରତ୍ ରଇକରି ତାକର୍ ବସ୍ତର୍ ଜାଗର୍ତା କରି ସଙ୍ଗଇବାଇ, ସେମନ୍ କେଡେକ୍ କରମର୍ ଲକ୍ମନ୍ । ମୁଇ ଆଇବା ଦିନେ ସେମନ୍ ଗଟେକ୍ ଡୁମ୍ଣ୍ଡା ଅଇକରି ଏନେତେନେ ବୁଲ୍ବା ଲକ୍ ପାରା ନ ରଏ । ଆରି ସେମନ୍ ଲକ୍ମନ୍କେ ଦେକି ଲାଜ୍ ନ ଅଅତ୍ ।
ତମେ ଜନ୍ ସିକିଆ ସିକିଆଚାସ୍, ଆରି ଜନ୍ଟା ସୁନି ଆଚାସ୍, ସେଟା ଏତାଆ । ସେଟା ମାନିକରି ତମର୍ ପାପେଅନି ବାଉଡା । ସଇଲାତେଇଅନି ନ ଉଟ୍ଲେ ମୁଇ ଚର୍ ପାରା ଆସି ତମ୍କେ ଡଣ୍ଡ୍ ଦେବି । ମୁଇ କେଡେବେଲେ ଆଇବି, ସେଟା ତମେ ଜାନିନାପାରାସ୍ ।