3 ତେବର୍ପାଇ, ତମେମନ୍ ଜନ୍ ଜନ୍ଟା ଆନ୍ଦାରେ କଇଆଚାସ୍, ସେ ସବୁଜାକ ଉଜ୍ଲେ ସୁନ୍ବାଇ, ଆରି ଜନ୍ ଜନ୍ଟା ବିତର୍ଗରେ, କେ ନ ସୁନ୍ତେ କଇଆଚାସ୍, ସେଟା ଗରର୍ ଚାନିଉପ୍ରେ ଅନି ସୁନାଇଅଇସି ।”
ଜନ୍ଟା ମୁଇ ତମ୍କେ ଆନ୍ଦାର୍ ବେଲାଇ କଇଲିନି ସେଟା ତମେ ଉଜ୍ଲେ କୁଆ, ଆରି ଜନ୍ଟା ଲୁଚ୍ତେ ସୁନିଆଚାସ୍ ସେଟା ଗରର୍ ଚାଉନି ଉପ୍ରେ ଟିଆଅଇ କୁଆ ।
“ତମେ କଇରଇଲା କାଇ ଲଡାକେ ନଇବା ସବୁ କାତା, ବିଚାର୍ନା ଦିନେ ତମ୍କେ ଇସାବ୍ ଦେବାକେ ଅଇସି ।
ଜନ୍ ଲକ୍ମନ୍ ଚାଉନି ଉପ୍ରେ ରଇବାଇ, ସେମନ୍ ଗର୍ବିତ୍ରର୍ ଜିନିସ୍ ପତର୍ ନେବାକେ ତଲେ ଆସି ଚୁଚାଇ ଚୁଚାଇ ବେଲା ନ ଗଡାଅତ୍ ।