25 ତମର୍ ବିତ୍ରେ ଏନ୍ତାରିଲକ୍ ନ ରଅତ୍, ଜେ କି ଚିନ୍ତାକରି ତାର୍ କଣ୍ଡେକ୍ ମିସା ଆଇସ୍ ବଡାଇ ପାର୍ସି ।
ଆରି ନିଜର୍ ମୁଣ୍ଡ୍ ଚିଇ କରି ପର୍ମାନ୍ କରାନାଇ, କାଇକେବଇଲେ ତମେ, ତେଇର୍ ଗଟେକ୍ ଚେଣ୍ଡି ଦବ୍ଲା କି କାଲିଆ କରିନାପାରାସ୍ ।
ବଁଚ୍ବା ପାଇ ବଲି ନିଜେ ଚିନ୍ତାକରି ବିକଲ୍ ଅଇ ଜେ ତାର୍ କଣ୍ଡେକ୍ ମିସା ବଁଚ୍ବା ଦିନ୍ ପାର୍ସି କି ? ନାଇ ନାପାରେ ।
ତେବର୍ପାଇ ତମେମନ୍ ଗଟେକ୍ ସାନ୍ ବିସଇ ମିସା କରିନାପାର୍ଲାସ୍ନି ବଇଲେ ବଡ୍ ବଡ୍ ବିସଇ କାଇକେ ଚିନ୍ତା କଲାସ୍ନି ?
ଜିସୁ କେନ୍ତାର୍ ଲକ୍ ବଲି ଦେକ୍ବାକେ ଜକିୟ ମନ୍ କର୍ତେ ରଇଲା । ମାତର୍ ଜିସୁର୍ ସଙ୍ଗ୍ ବେସି ଲକ୍ମନ୍ ଜାଇତେ ରଇଲାଇକେ ତାକେ ଦେକିନାପାର୍ତେ ରଇଲା । କାଇକେବଇଲେ ସେ ବୁଟି ରଇଲା ।