22 ଜିସୁ ନିଜର୍ ସିସ୍ମନ୍କେ କଇଲା, “ଏଟାର୍ପାଇ ମୁଇ ତମ୍କେ କଇଲିନି, କାଇଟା କାଇକରି ଜିବନ୍ ବଁଚାଉ ଆରି ଗାଗଡର୍ପାଇ କାଇଟା ପିନ୍ଦ୍ବୁ ବଲି ଚିନ୍ତା କରାନାଇ ।
“ଆରି ଜେଡେବେଲେ ସେମନ୍ ତମ୍କେ ଜିଉଦି ଲକ୍ମନର୍ ପାର୍ତନା ଗରେ, ସାସନ୍ କର୍ବା ଲକ୍ମନର୍ଟାନେ କି ବିନ୍ ବିନ୍ ଅଦିକାରି ମନର୍ଟାନେ ବାନ୍ଦିନେଲେ, ସେଡ୍କିବେଲେ କାଇଟାବଲି କଇସା, ସେ ବିସଇ ନେଇକରି ଚିନ୍ତା କରାନାଇ ।
କାଇକେବଇଲେ କାଦିଟାନେଅନି ଜିବନ୍ ଆରି ବସ୍ତର୍ଟାନେଅନି ଗାଗଡ୍ ଆକା ମୁକିଅ ।
“ଆରି କାଇଟା କାଇବୁ ? ବଲି ଚିନ୍ତାକରି ଲାଗିରୁଆନାଇ,
ମାତର୍ ତମେ ଏ ବିସଇନେଇ ତେରେପେତେ ଉଆନାଇ । ବିବା ନ ଅଇଲା ଲକ୍ମନ୍ ସବୁବେଲେ ମାପ୍ରୁର୍ ସେବା କାମ୍ କର୍ବାକେ ମନ୍ କର । କାଇକେବଇଲେ ମାପ୍ରୁକେ ସାର୍ଦା କରାଇବାଟା ତାର୍ ମୁକିଅ କାମ୍ ।
କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ ।
ଡାବୁ ଆସା ଅଇକରି ତାର୍ପଚେ ପାଲାଆ ନାଇ । କାଇକେବଇଲେ ପର୍ମେସର୍ କଇଲାଆଚେ, “ମୁଇ ତମ୍କେ କେବେ ନ ପାସ୍ରି କି ନ ଚାଡି ।”