53 ଆରି ଜିସୁ ତେଇଅନି ବାରଇଗାଲାପଚେ, ପାରୁସିମନ୍ ଆରି ସାସ୍ତର୍ ସିକାଉମନ୍ ବେସି ଡାଟ୍ସଙ୍ଗ୍ ଜିସୁକେ ବିରଦ୍ କର୍ବାକେ ଆରାମ୍ କଲାଇ ।
“ଅଇରେ, ଦରମ୍ଗୁରୁମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ ! କାଇକେବଇଲେ, ତମେ ପର୍ମେସରର୍ ଗିଆନର୍ କାପାଟ୍ ଡାବିଦେଇ ଆଚାସ୍ । ନିଜେ ପର୍ମେସରର୍ ଗିଆନ୍ଟାନେ ନ ଜାଇକରି ତେଇ ଜିବାକେ ମନ୍କଲା ଲକ୍ମନ୍କେ ମିସା ବାଦାଦେଲାସ୍ ।”
ତାର୍ଟାନେଅନି ବୁଲ୍ ଦାର୍ବାକେ କାଇ କାଇ ପର୍ସନ୍ ପାଚାର୍ବାର୍ ଦାର୍ଲାଇ ।
ସେଟାର୍ପାଇ ସେମନ୍ ତାର୍ ବୁଲ୍ ଦାର୍ବାକେ ଗଟେକ୍ ସୁଜଗ୍ କଜ୍ତେ ରଇଲାଇ । ସେମନ୍ କେତେଟା ଚର୍ମନ୍କେ ଲାଁଚ୍ଦେଇ ଦରମ୍ ଲକ୍ପାରା ଦେକାଇ ଅଇବାକେ ପାଟାଇଲାଇ । କାଇକେ ବଇଲେ ଜିସୁର୍ ଟଣ୍ଡେଅନି ବୁଲ୍କାତା ବାର୍କରାଇ, ଦସ୍ ଦାରି, ରମିୟ ସାସନ୍କାରିଆକେ ସର୍ପି ଦେବାକେ ମନ୍କର୍ତେ ରଇଲାଇ ।
ତାର୍ ପଚେ କେତେଟା ସାଦୁକି ଲକ୍ମନ୍ ଜିସୁର୍ ଲଗେ ଗାଲାଇ । ସେମନ୍, ମଲା ଲକ୍ମନ୍ ଆରି ତରେକ୍ ଜିବନ୍ଅଇ ଉଟ୍ବା ବିସଇ ବିସ୍ବାସ୍ ନ କର୍ତେ ରଇଲାଇ ।
“ମୁଇ ମିସା ସେମନର୍ ପାରା ରଇଲି । ନାଜରିତିୟ ଜିସୁର୍ ବାଟେ ଜିବା ସବୁ ଲକ୍ମନର୍ ବିରୁଦେ ମର୍ ଜେତ୍କି ବପୁ ସଙ୍ଗ୍ ମିସା କାମ୍ କର୍ବାର୍ ଆଚେ ବଲି ଚିନ୍ତା କଲି ।
ଆମେ କାରାପ୍ ବେବାର୍ ନ କରୁ, ନିଜେ ପାଇବାକେ ମନ୍ ନ କରୁ । ଦାପେ ବିର୍ବିରା ନ ଅଉଁ ଆରି ଆଗେ କଲା ବୁଲ୍ କାମ୍ମନର୍ ଇସାବ୍ ନ କରୁ ।
ତେବର୍ପାଇ ତିତସ୍ ଜେ କି ତମର୍ ବିତ୍ରେ ଏ କାମ୍ ଜେନ୍ତି ଆରାମ୍ କରିରଇଲା, ସେନ୍ତାରି ଆକା ତମର୍ ଆଲାଦର୍ ଦାନ୍ ସାରାଅ ବଲି ଆମେ ତାକେ ବାବୁଜିଆ କଲୁ ।