5 ପଚେ ଜିସୁ ତାର୍ ସିସ୍ମନ୍କେ କଇଲା, “ତମର୍ ଏନ୍ତାରି କାର୍ ମଇତର୍ ଆଚେ କି, ଜାର୍ଲଗେ କି ତମେ ମଜାରାତି ଜାଇ କଇପାରାସ୍, ଏ ମଇତର୍, ମକେ ତିନ୍ଟା ରୁଟି ଉଦାର୍ ଦେଇରୁଆ,
ଆମର୍ ସବୁ ପାପ୍ କେମା କରିଦିଆସ୍, କାଇକେବଇଲେ ଆମେ ମିସା ଆମର୍ ବିରୁଦେ ବୁଲ୍ କଲା ଲକ୍ମନ୍କେ କେମା କଲୁନି । ଆମ୍କେ ପାପ୍ ଦସ୍ କରାଇବା ସବୁର୍ତେଇଅନି ରକିଆ କରା ।”
କାଇକେବଇଲେ, ମର୍ ଗଟେକ୍ ବେସି ଦୁରର୍ ସାଙ୍ଗ ଆସିଆଚେ, ତାକେ କାଇବାକେ ଦେବାକେ ମର୍ଲଗେ କାଇଟାମିସା ନାଇ ।