ଲୁକ୍ 11:49 - ସତିଅର୍ ବାଟ୍ ନୁଆ ନିୟମ୍ 202049 ତେବେ ପର୍ମେସର୍ ମିସା ନିଜର୍ ବୁଦିରେ କଇଲାଆଚେ, ମୁଇ ବବିସତ୍ବକ୍ତାମନ୍କେ ଆରି କବର୍ ନେଉମନ୍କେ ସେମନର୍ ଲଗେ ପାଟାଇବି । ସେମନର୍ ବିତ୍ରେ କେତେଲକ୍କେ ସେମନ୍ ମରାଇବାଇ ଆରି କେତେଲକ୍କେ ନିନ୍ଦାକରି କସ୍ଟ ଦେବାଇ । အခန်းကိုကြည့်ပါ။ |