47 ଅଇରେ, ଡଣ୍ଡ୍ ପାଉମନ୍! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ । କାଇକେବଇଲେ, ତମେ ବବିସତ୍ବକ୍ତାମନର୍ ମସ୍ନେ ସମାଦି ତିଆର୍ କର୍ତେରଇସା, ମାତର୍ ତମର୍ ଆନିଦାଦିମନ୍ ସେମନ୍କେ ମରାଇରଇଲାଇ ।
ଏଇ ଦରମ୍ ଗୁରୁମନ୍ ଆରି ପାରୁସିମନ୍ ! ତମ୍କେ କେଡେ ବଡ୍ ଡଣ୍ଡ୍ ମିଲ୍ସି । ଏଇ କୁଟିଆଲ୍ମନ୍ ! ତମେ ଉପ୍ରେ ଉପ୍ରେ ଚୁନ୍ସଙ୍ଗ୍ ସାରଇ ରଇବା ଗୁଡାମ୍ ପାରା । ଏଟାମନ୍ ଉପ୍ରେ ସୁନ୍ଦର୍ ଡିସ୍ସି, ମାତର୍ ବିତ୍ରେ କୁଇଲା ମଡ୍ ଆରି ଆଡ୍ଗଡ୍ ବର୍ତି ଅଇରଇସି ।
ତେବେ ତମର୍ ଆନିଦାଦିମନର୍ ଦରମ୍ କରମ୍ ବିସଇର୍ ତମେ ସାକି ଆଚାସ୍ । ଆରି ସେଟା ମାନ୍ଲାସ୍ନି କାଇକେବଇଲେ ସେମନ୍ ସିନା ବବିସତ୍ବକ୍ତାମନ୍କେ ମରାଇରଇଲାଇ, ମାତର୍ ତମେ ସେମନର୍ ସମାଦିର୍ କାମ୍ ତିଆର୍ କଲାସ୍ନି ।
ତିପାନ୍ ଆରି କଇଲା, “ତମେ ବିଲ୍କୁଲ୍ କାତା ନ ମାନ୍ବା ଲକ୍ମନ୍ ।” ତମର୍ ମନ୍ ଡାଟ୍ ଅଇଗାଲା ଆଚେ । ମାପ୍ରୁର୍ ବାକିଅର୍ପାଇ ପୁରାପୁରୁନ୍ ବଇରା ଅଇଆଚାସ୍ । ତମେ ସମାନ୍ ତମର୍ ଆନିଦାଦିମନର୍ ପାରା । ସବୁବେଲେ ସୁକଲ୍ ଆତ୍ମାକେ ବିରୁଦ୍ କଲାସ୍ନି ।
ଜିଉଦିମନ୍ ମାପ୍ରୁ ଜିସୁକେ ଆରି ବବିସତ୍ବକ୍ତାମନ୍କେ ମରାଇରଇଲାଇ ଆରି ଆମ୍କେ ମିସା ଦୁକ୍ କସ୍ଟ ଦେଇରଇଲାଇ । ସେମନର୍ଟାନେ ପର୍ମେସର୍ ସାନ୍ତି ନାଇ । ସେମନ୍ ସବୁ ମୁନୁସ୍ଜାତିର୍ ସତ୍ରୁ ।