45 ତେଇ ସାସ୍ତର୍ ସିକାଇବା ଦରମ୍ ଗୁରୁମନର୍ ବିତ୍ରେଅନି ଗଟେକ୍ ପଣ୍ଡିତ୍ ଜିସୁକେ କଇଲା, “ଏ ଗୁରୁ ତମେ ପାରୁସିମନର୍ ବିସଇ କଇକରି ଆମ୍କେ ଲାଜ୍ କରାଇଲାସ୍ନି ।”
ଆରି ସେମନର୍ ବିତ୍ରେଅନି ଗଟେକ୍ ନିୟମ୍ ସିକାଇବା ଦରମ୍ ଗୁରୁ ଜିସୁକେ ପାନ୍ଦେ ପାକାଇବାକେ ଗଟେକ୍ ପର୍ସନ୍ ପାଚାର୍ଲା ।
ଜିସୁ କଇଲା, “ଅଇରେ ସାସ୍ତର୍ ସିକାଉ ପଣ୍ଡିତ୍ମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ ! କାଇକେବଇଲେ ତମେ ଲକ୍ମନ୍କେ ବେସି ଆବଡ୍ ନିୟମ୍ ମାନ୍ବାକେ କଇଲାସ୍ନି, ଆରି ସେ ନିୟମ୍ ମାନ୍ବାକେ ମୁଲ୍କେ ଆଙ୍ଗ୍ଟିତେଇ ଉଟାଇବା ଏତ୍କି ମିସା ସାଇଜ କରାସ୍ ନାଇ ।
“ଅଇରେ, ଦରମ୍ଗୁରୁମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ ! କାଇକେବଇଲେ, ତମେ ପର୍ମେସରର୍ ଗିଆନର୍ କାପାଟ୍ ଡାବିଦେଇ ଆଚାସ୍ । ନିଜେ ପର୍ମେସରର୍ ଗିଆନ୍ଟାନେ ନ ଜାଇକରି ତେଇ ଜିବାକେ ମନ୍କଲା ଲକ୍ମନ୍କେ ମିସା ବାଦାଦେଲାସ୍ ।”
ମାତର୍ ପାରୁସିମନ୍ ଆରି ନିଅମ୍ ସିକାଉମନ୍ ତାକର୍ ଜିବନର୍ପାଇ ପର୍ମେସର୍ କରିରଇବା ଜଜ୍ନା ମାନତ୍ନାଇ, ଆରି ଜଅନର୍ଟାନେ ଡୁବନ୍ ନେଅତ୍ନାଇ ।
ଆରି ପାଚାର୍ଲାଇ, “ଗଟେକ୍ ନେତା ନଅଇଲେ ଗଟେକ୍ ପାରୁସି ତାକେ ବିସ୍ବାସ୍ କରିଆଚତ୍ ବଲି ତମେ ସୁନିଆଚାସ୍ କି ?
ଏ ଦୁନିଆର୍ ଲକ୍ମନ୍ ତମ୍କେ ଗିନ୍ ନ କରତ୍, ମାତର୍ ମକେ ଗିନ୍ କର୍ବାଇ । କାଇକେ ବଇଲେ ସେମନ୍ କର୍ବା କାମ୍ମନ୍ କାରାପ୍ ବଲି ମୁଇ ଜାନାଇଲିନି ।
ଜିସୁ ଏନ୍ତି କଇବା କାତା, ଲଗେ ରଇଲା କେତେଟା ପାରୁସି ଲକ୍ମନ୍ ସୁନିକରି ତାକେ ପାଚାର୍ଲାଇ, “ଏନ୍ତି ବଇଲେ ଆମ୍କେ କାଇ କାଣା ଲକ୍ମନ୍ ବଲି ବାବ୍ଲୁସ୍ନି କି ?”