44 ଅଇରେ ପାରୁସିମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ । କାଇକେବଇଲେ, ତମେ ନ ଡିସ୍ବା ସମାଦି ପାରା । ତାର୍ ଉପ୍ରେ ଆସା ଜା କର୍ବା ଲକ୍ମନ୍ ସେଟା ସମାଦି ବଲି ନାଜାନତ୍ ।”
ସେ ମୁଞ୍ଜି ସବୁର୍ଟାନେଅନି ସାନ୍ ଅଇଲେ ମିସା ତେଇଅନି ଜନ୍ ଗଚ୍ ଅଇଲା, ଜମିଟାନେ ରଇଲା ବିନ୍ ଗଚ୍ମନର୍ତେଇଅନି ଅଦିକ୍ ଡେଙ୍ଗ୍ ଅଇ ଜୁଜୁରା ଅଇଲା । ଆରି ସେ ଗଚେ ଚଡଇମନ୍ ବାସା ଅଇଲାଇ ।”
ପାଉଲ୍ ତାକେ କଇଲା, “ଏ ଚୁନ୍ ମାରିଅଇଲା ଦବ୍ଲା ଉଆଁରି କତି, ପର୍ମେସର୍ ତକେ ଡଣ୍ଡ୍ ଦେଇସି ଆକା । ନିୟମ୍ ଇସାବେ ମର୍ ବିଚାର୍ କର୍ବାକେ, ତୁଇ ତେଇ ବସିଆଚୁସ୍ । ଏଲେ ମିସା, ନିୟମ୍ ବାଙ୍ଗିକରି ମକେ ମାର୍ବାକେ ତିଆର୍ଲୁସ୍ନି !”