43 “ଅଇରେ ପାରୁସିମନ୍, ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ ! କାଇକେବଇଲେ ତମେ ପାର୍ତନାଗରେ ମୁକିଅ ଜାଗାଇ ବସ୍ବାକେ ମନ୍ କର୍ସା ଆରି ଆଟେବାଟେ ଲକ୍ମନର୍ଟାନେଅନି ଜୁଆର୍ କରାଇଅଇବାକେ ବଲ୍ ବଲାଇଅଇସା ।
ଏ ଜୁଗର୍ ଲକ୍ମନ୍କେ କାର୍ ସଙ୍ଗ୍ ସମାନ୍ କର୍ବି ? ସେମନ୍ ଆଟ୍ ମଜାଇ ବସିକରି କେଲ୍ବା ପିଲାମନର୍ ପାରା । ଗଟେକ୍ ଦଲର୍ ପିଲାମନ୍ ଆରି ଗଟେକ୍ ଦଲ୍କେ କଇବାଇ,
“ନିୟମ୍ ସିକାଇବା ଲକ୍ମନର୍ତେଇଅନି ଜାଗ୍ରତ୍ ରୁଆ । ସେମନ୍ ନିମାନ୍ ପଚିଆ ପିନ୍ଦି ବୁଲ୍ବାକେ ମନ୍ କର୍ବାଇ । ଆଟେବାଟେ ଜୁଆର୍ ପାଇବାକେ, ପାର୍ତନା ଗରର୍ ମୁକିଆ ଜାଗାଇ ବସ୍ବାକେ, ଆରି ବଜିତେଇ ସବୁ ଲକର୍ଟାନେଅନି ଆଗ୍ତୁ ବସ୍ବାକେ ମନ୍ କର୍ବାଇ ।
ତମେ କିରିସ୍ଟର୍ଟାନେ ବାଇବଇନି ଅଇଲାର୍ ପାଇ, ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରି ସନ୍ମାନ୍ କରା ।
ବିନ୍ ଲକ୍ମନର୍ ଟାନେଅନି ନିଜେ ବଡ୍ ଅଇବାକେ ଚେସ୍ଟା କରାନାଇ । ଅବ୍କା ବଡ୍ପନ୍ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍ ବାଦୁଲେ ନିଜ୍କେ ସାନ୍ କରା । ବିନ୍ ଲକର୍ ଟାନେଅନି, ନିଜେ ମୁଇ ବଡ୍ ବଲି ବାବାନାଇ ।
ତମର୍ ନଅରେ ରଇବା ମଣ୍ଡଲିର୍ ଲକ୍ମନ୍କେ ମୁଇ ଆଗ୍ତୁ ଗଟେକ୍ ଚିଟି ଲେକିରଇଲି । ମାତର୍ ଡାୟଟେପିସ୍ ମର୍ କାତା ଦାରେନାଇ । କାଇକେବଇଲେ ସେ ନିଜେ ମଣ୍ଡଲିର୍ ନେତା ଅଇବି ବଲି ମନ୍କଲାନି ।