ଲୁକ୍ 11:42 - ସତିଅର୍ ବାଟ୍ ନୁଆ ନିୟମ୍ 202042 “ଅଇରେ ପାରୁସିମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ ! କାଇକେବଇଲେ ତମର୍ ବାଡେଅନି କାମାଇଲାଟା ଦସ୍ବାଗ୍ ଅନି ବାଗେକ୍ ଦେଲାସ୍ନି । ମାତର୍ ତମେ ନିଆଇ ଆରି ଦୟା ଏଲା କଲାସ୍ନି । ଏଟାସଙ୍ଗ୍ ବାଗେକ୍ ଦେବାଟା ମିସା ଚାଡ୍ବାର୍ ନାଇ ।” အခန်းကိုကြည့်ပါ။ |
ଏଇ କୁଟିଆଲ୍ ଦରମ୍ଗୁରୁମନ୍ ଆରି ପାରୁସିମନ୍, ତମର୍ ଦସା କେଡେ ଇନସ୍ତା ଆରି କାକୁର୍ତି ଅଇସି ! ତମେ ପର୍ମେସରର୍ ପାଇ ବଲି ସାନ୍ ସାନ୍ ଜିନିସ୍ ଅଇଲେ ମିସା ଦସ୍ବାଗ୍ ଅନି ବାଗେକ୍ ଦାନ୍ କର୍ସା, ମାତର୍ ନିଆଇ, ଦୟା, ବିସ୍ବାସ୍ ଏନ୍ତି ମୁକିଅ ମୁକିଅ ବିସଇର୍ ନିୟମର୍ ସିକିଆ ଏଲା କଲାସ୍ନି । ପୁର୍ବର୍ ମୁକିଅ ବିସଇ ଏଲା ନ କରି, ଏ ସବୁଜାକ ଆଗ୍ତୁଅନିସେ ଅବିଆସ୍ କର୍ବାର୍ ରଇଲା ।