37 ଜିସୁ କାତା କଇସାରାଇଲା ପଚେ ଗଟେକ୍ ପାରୁସିଲକ୍ ତାକେ ନିଜର୍ ଗରେ କାଇବାକେ ଡାକ୍ଲା, ଆରି ଗରେ ବସାଇଲା ।
ଏଟାର୍ପାଇ ତମର୍ ଗୁଲାଇ ଗାଗଡ୍ ଜଦି ଉଜଲ୍ ଅଇସି ଆରି ତେଇର୍ କଣ୍ଡେକ୍ ମିସା ଆନ୍ଦାର୍ ନ ରଏ, ସେନ୍ତାର୍ଅଇଲେ, ବତି ଜେନ୍ତି ଜଗ୍ଜଗି ଜାଇ ଉଜଲ୍ ଦେଇସି, ସେନ୍ତାରି ତମର୍ ଗୁଲାଇ ଗାଗଡ୍ ଉଜଲ୍ ଅଇସି ।”
ମାତର୍ ଜିସୁ ଜିଉଦି ରିତିନିତି ଇସାବେ ଦୁଆପୁଚା ନ ଅଇରଇଲାକେ ଏଟା ଦେକି ସେ ପାରୁସି ଲକ୍ କାବା ଅଇଗାଲା ।
ତରେକ୍ ଜିସୁ ବିସ୍ରାମ୍ବାରେ ବଜି କାଇବାକେ ଗଟେକ୍ ପାରୁସି ନେତାର୍ ଗରେ ଗାଲା । ଆରି ସେମନ୍ ଜିସୁକେ କାଇଆଲେ ବୁଲ୍ ଦାର୍ବାକେ ଆଁକିମରାଇ ଦେକ୍ତେ ରଇଲାଇ ।
ଆରି ପାରୁସିମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ କାଇବାକେ ଡାକ୍ଲା । ତେଇ ଜିସୁ ପାରୁସିର୍ ଗରେ ଜାଇକରି କାଇବାକେ ବସ୍ଲା ।