35 ତେବେ ମନେ ରଅ, ଜାଗ୍ରତ୍ଅଇ ରୁଆ, ଜେନ୍ତିକି ତମର୍ ବିତ୍ରର୍ ଉଜଲ୍ କେବେ ଆନ୍ଦାର୍ ନ ଅଏ ।
“ତମର୍ ଆଁକି ଅଇଲାନି ଗାଗଡର୍ ବତି । ଜେଡେବେଲା ଆଁକି ନିର୍ମଲ୍ ରଇସି, ତେବେ ତମର୍ ଗୁଲାଇ ଗାଗଡ୍ ମିସା ଉଜଲ୍ ବର୍ତି ଅଇରଇସି ।
ତମର୍ ଆଁକି, ଗାଗଡର୍ ବତି । ଜେଡେବଲ୍ ତମର୍ ଆଁକି ନିକ ରଇସି, ସେଡେବେଲେ, ତମର୍ ଗୁଲାଇ ଗାଗଡ୍ ମିସା ଉଜଲ୍ ଅଇସି । ମାତର୍ ଜେଡେବେଲେ ସେଟା ମୁର୍କି ରଇସି, ସେଡ୍କିବେଲା ତମର୍ ଗାଗଡ୍ ମିସା ଆନ୍ଦାର୍ ଅଇଜାଇସି ।
ଏଟାର୍ପାଇ ତମର୍ ଗୁଲାଇ ଗାଗଡ୍ ଜଦି ଉଜଲ୍ ଅଇସି ଆରି ତେଇର୍ କଣ୍ଡେକ୍ ମିସା ଆନ୍ଦାର୍ ନ ରଏ, ସେନ୍ତାର୍ଅଇଲେ, ବତି ଜେନ୍ତି ଜଗ୍ଜଗି ଜାଇ ଉଜଲ୍ ଦେଇସି, ସେନ୍ତାରି ତମର୍ ଗୁଲାଇ ଗାଗଡ୍ ଉଜଲ୍ ଅଇସି ।”
ସେମନ୍ ନିଜ୍କେ ଗିଆନି ବଲି ବାବ୍ଲାଇନି, ମାତର୍ ସତଇସେ ସେମନ୍ ବକୁଆ ।
ଜଦି ଗଟେକ୍ ଲକ୍ ଏନ୍ତାରି ଜିଉନାକାଉନା ନ କଲେ, ସେ ଗଟେକ୍ ନିକ ନ ଡିସ୍ବା ଲକର୍ପାରା ଅଇଆଚେ । ସେ ପୁର୍ବେ କରିରଇଲା ପାପର୍ ଲାଗି ପର୍ମେସର୍ କେମା ଦେଲାଆଚେ ବଲି ପାସ୍ରିଦେଇ ଆଚେ ।
ସେମନ୍ ଲକ୍ମନ୍କେ ସିକାଇବା ବେଲେ ମୁକିଅ ବିସଇପାରା ରଇସି, ମାତର୍ ତେଇ କାଇଟା ନ ରଏ । ଗାଗଡ୍ ମନ୍ କଲା ସବୁ ଗୁନ୍ଚଲନ୍ କରିଅଇସି ବଲି ସେମନ୍ ସିକାଇବାଇ । ନୁଆ ନୁଆ ନିକ ଚଲାଚଲ୍ତି କରି ଆଇତେରଇବା ଲକ୍ମନ୍କେ ସୁତ୍ରାଇକରି ନେବାଇ ।
ତମେ କଇଲାସ୍ନି ମୁଇ ସାଉକାର୍, ମକେ ଜାଇ ଜାଇଟା ଦର୍କାର୍, ସେଟା ମର୍ଲଗେ ଆଚେ । ମାତର୍ ତମେ କେତେକ୍ କାକୁର୍ତି ଅଇଆଚାସ୍, ତମେ ଅର୍କିତ୍, ଡୁମ୍ଣ୍ଡା ଆରି କାଣା, ସେଟା ତମେ ନାଜାନାସ୍ ।