ଲୁକ୍ 11:31 - ସତିଅର୍ ବାଟ୍ ନୁଆ ନିୟମ୍ 202031 ବିଚାର୍ନା ଦିନେ ଦକିନ୍ ଦେସେ ରଇବା ସେବା ନାଉଁର୍ ରାନି, ଏବର୍ ଲକ୍ମନର୍ ବିରଦେ ଉଟି, ଏମନ୍କେ ଦସି କରାଇସି, କାଇକେବଇଲେ ସେ ରାନି, ସଲ୍ମନ୍ ରାଜା ସିକାଇରଇବା ଗିଆନର୍ କାତା ସୁନ୍ବାକେ ବେସି ଦୁର୍ଅନି ଆସିରଇଲା । ଆରି ଦେକା ! ସଲ୍ମନର୍ଟାନେଅନି ଅଦିକ୍ ବଡ୍ ଲକ୍ ଇତି ଆଚେ । အခန်းကိုကြည့်ပါ။ |
ନଅର୍ ବିସଇ ବାବିଦେକା । ତାର୍ ବିସ୍ବାସର୍ ଲାଗି ପଚ୍କେ ଅଇବା ବିସଇ ପର୍ମେସର୍ ତାକେ ଜାଗ୍ରତ୍ କରାଇଲାକେ, ସେ କାତା, ସେ ଏଲାକରେ ନାଇ । ତାର୍ ଆଗ୍ତୁ ସେ ସେନ୍ତାରିଟା କାଇଟା ନ ଦେକିରଇଲେ ମିସା, ସେ ବିସ୍ବାସ୍ କଲା । ତାର୍ପଚେ ସେ ଆରି ତାର୍ କୁଟୁମ୍ ରକିଆ ପାଇବାକେ ଗଟେକ୍ ବଡ୍ ଡଙ୍ଗା ତିଆର୍ କଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦରମ୍ ଲକ୍ ବଲି ଏଜ୍ଲା, ମାତର୍ ବିନ୍ଲକ୍ମନ୍କେ ଦସି କଲା ।