ଲୁକ୍ 11:29 - ସତିଅର୍ ବାଟ୍ ନୁଆ ନିୟମ୍ 202029 ଲକ୍ମନ୍ ଦଲ୍ ଦଲ୍ ଅଇ ଜିସୁର୍ଲଗେ ଟୁଲ୍ ଅଇବାବେଲାଇ ସେ କଇବାର୍ ଦାର୍ଲା । “ଏବର୍ ଜୁଗର୍ ମୁନୁସ୍ମନ୍ କରାପ୍, ଏମନ୍ କାବା ଅଇଜିବା କାମର୍ ଚିନ୍ କଜ୍ଲାଇନି । ମାତର୍ ଜୁନସ୍କେ ଗଟ୍ଲା ଚିନ୍ ଚାଡିକରି ଆରି କାଇ ବିନ୍ ଚିନ୍ ମିସା ଦିଆ ନ ଅଏ । အခန်းကိုကြည့်ပါ။ |
ସଇତାନ୍ ଅଇଲାନି ତମର୍ ବାବା । ଆରି ତମେ ସେ କର୍ବା କାରାପ୍ କାମ୍ମନ୍ କର୍ବାକେ ମନ୍ କଲାସ୍ନି । ସେ ଆଗ୍ତୁଅନି ଲକ୍ମନ୍କେ ନସ୍ଟ କଲାନି, ଆରି ସେ ସତ୍ ବିସଇ ଗିନ୍ କଲାନି । ତାର୍ତେଇ ସତ୍ ବିସଇ ନାଇ । ଜେଡେବେଲା ସେ ମିଚ୍ କଇଲାନି, ସେବେଲା ସେ ନିଜର୍ ଗୁନ୍ ଚଲନ୍ଅନି ସେନ୍ତି କଇଲାନି । କାଇକେ ବଇଲେ ସେ ମିଚ୍ କଇବା ଲକ୍, ଆରି ମିଚ୍ କଇବା ଲକ୍ମନର୍ ବାବା ।