21 “ଜେଡେବେଲେ ଗଟେକ୍ ବପୁର୍ ଲକ୍ ଆତ୍ଅତିଆର୍ ଦାରି ନିଜର୍ ଗର୍ ଜାଗ୍ସି, ସେଡେବେଲାଜାକ ତାର୍ ଦନ୍ କାଇଟା ନ ଅଏ ।
ଆଗେ ଗଟେକ୍ ବପୁର୍ ଲକ୍କେ ନ ବାନ୍ଦ୍ତେ କେ ମିସା ତାର୍ ଗରେ ପୁରିକରି ଗରେ ରଇଲାଟା ଚରାଇ ନେଇ ନାପାରତ୍ ।
“ମାତର୍ କେ ମିସା ବପୁ ରଇବା ଲକ୍କେ ପର୍ତୁମ୍ ନ ବାନ୍ଦ୍ତେ, ତାର୍ ଗରେ ପୁରିକରି ସେଲକର୍ ନିଜର୍ ସବୁ ଚରାଇ ନେଇ ନାପାରେ, ମାତର୍ ସେ ବପୁ ରଇବା ଲକ୍କେ ଆଗେ ବାନ୍ଦ୍ଲେ ସିନା ସେ ତାର୍ ଗରେ ପୁରି ଚରିପାର୍ସି ।
ନାଇ, ମୁଇ ପର୍ମେସରର୍ ବପୁସଙ୍ଗ୍ ଡୁମା ଚାଡାଇବି । ତେବେ ତା ଏଟା ଜାନାଇ ଦେଲାନି, କି ପର୍ମେସରର୍ ରାଇଜ୍ ତମର୍ ଲଗେ କେଟ୍ଲାବେ ବଲି ।”
ମାତର୍ ଜେଡେବେଲେ ତାର୍ ଟାନେଅନି ଅଦିକ୍ ବପୁର୍ଲକ୍ ଆସି, ତାକେ ଲାଗିକରି ଜିତ୍ସି । ଗରର୍ ସାଉକାର୍ ଜନ୍ ଆତ୍ଆତିଆର୍ ଦାରି ନିଜେ ରକିଆ ପାଇତେରଇଲା , ସେ ସବୁଜାକ ବପୁର୍ ଲକ୍ ଚାଡାଇନେଇସି । ଆରି ଚାଡାଇ ନେଲାଟା ସେ ମନ୍କଲା ପାରା କାକେ ମିସା ବାଟା କରିଦେଇସି ।