8 ଜନ୍ ନଅରେ ତମେ କେଟ୍ଲେ, ଆରି ଲକ୍ମନ୍ ତମ୍କେ ଡାକିନେଲେ, ତେଇ ତମ୍କେ ଜନ୍ଟା କାଇବାକେ ଦେଲେ ସେଟା କାଆ ।
“ଜନ୍ ଲକ୍ ତମ୍କେ ଡାକିନେଇସି, ସେ ମର୍ପାଇ ସେଟା କଲାନି । ଆରି ଜନ୍ ଲକ୍ ମକେ ଡାକିନେଇସି ସେ ମକେ ପାଟାଇଲା ବାବା ପରମେସରର୍ ପାଇ ସେଟା କଲାନି ।
ମାତର୍ ଜନ୍ ନଅରେ ତମେ କେଟ୍ସା, ତେଇର୍ ଲକ୍ ତମ୍କେ ନ ଡାକିନେଲେ, ସେ ଡାଣ୍ଡେଅନି, ସେ ସାଇ ଅନି ବାରଇ କୁଆ,
“କେ ମିସା ମର୍ ନାଉଁଦାରି ଏ ପିଲାକେ ନାମ୍ସି, ସେ ମକେ ନାମ୍ସି । ଜେ ମକେ ନାମ୍ସି, ସେ ମର୍ ପାଟାଇରଇବା ବାବାକେ ନାମ୍ସି । ସେଟାର୍ପାଇ ତମର୍ ବିତ୍ରେ ଜେ ସବୁର୍ ଟାନେଅନି ସାନ୍, ସେ ପର୍ମେସର୍ ତେଇ ମୁକିଅ ।”
“ତମ୍କେ ସତ୍ କାତା କଇଲିନି, ଜନ୍ ଲକ୍ମନ୍ ମର୍ କବର୍ ନେବା ଲକ୍ମନ୍କେ ନାମ୍ବାଇ, ସେମନ୍ ମକେ ମିସା ନାମ୍ବାଇ, ଆରି ମକେ ପାଟାଇଲା ପର୍ମେସର୍କେ ମିସା ନାମ୍ବାଇ ।”
ଜଦି ବିସ୍ବାସ୍ ନ କଲା ଗଟେକ୍ ଲକ୍ ତମ୍କେ ତାର୍ ଗରେ କାଇବାକେ ଡାକ୍ଲେ, ତମେ ଜିବାକେ ମନ୍ କର୍ସା ବଇଲେ ତେଇ ତମ୍କେ ଜାଇଟା ଦେଲେ ମିସା ସେଟା କାଇଦିଆସ୍ । ମାତର୍ ତମର୍ ବିବେକର୍ ଲାଗି ଏଟା ପୁଜାକଲାଟା କି ନାଇ ? ବଲି ପାଚାରା ନାଇ ।
ସୁସମାଚାର୍ ଜାନାଇବା ଲକ୍, ତେଇଅନି ଜିଉନା କାଉନା କରା ବଲି ମାପ୍ରୁ ଆଦେସ୍ ଦେଲାଆଚେ ।