32 ସେନ୍ତାରିସେ ଗଟେକ୍ ଲେବିୟ ଲକ୍ ମିସା ସେ ଜାଗାଇ ଆସି ତାକେ ଦେକି ବାଟ୍ ପିଟାଇଅଇ ଉଟିଗାଲା ।
ସେଟା ଅଇସାରି କେତେପର୍ ଜିବାକେ ଗଟେକ୍ ପୁଜାରି ସେ ବାଟେ ଜାଇତେରଇଲା ଆରି ତାକେ ଦେକି, ବାଟ୍ ପିଟାଇଅଇ ଉଟିଗାଲା ।
ମାତର୍ ସମିରଣିୟର୍ ଗଟେକ୍ ଲକ୍ ତାର୍ଲଗେ ଆସି, ଦେକ୍ଲା ଆରି ବେସି ମନ୍ଦୁକ୍ କଲା ।
ମାତର୍ ପାଉଲ୍ ଆଉଲିଅଇ କଇଲା, “ନିଜେ ତର୍ ଗାଗଡ୍ କାଟିଅଇ ନସାନାଇ । ଆମେ ସବୁ ଲକ୍ ଇତି ଆଚୁ ! କେ ପାଲାଉ ନାଇ ।”
ସେମନ୍ ପାର୍ତନା ଗରର୍ ମୁକିଆ ସସ୍ତନସ୍କେ ଦାରି ବିଚାର୍ନା ଜାଗାର୍ ମୁଆଟେ ମାଡ୍ମାର୍ଲାଇ । ମାତର୍ ଗାଲିଅ ସେଟାକେ ମନ୍ଦେଏ ନାଇ ।
କାଇକେବଇଲେ ଲକ୍ମନ୍ ନିଜେ ଆଲାଦ୍ ଅଇକରି ବିନ୍ ଲକ୍କେ ଆଲାଦ୍ ନ କରତ୍ । ସେମନ୍ ଡାବୁକାସୁ ଆସାକର୍ବା ଲକ୍, ନିଜର୍ ବିସଇଟାନେ ବଡ୍ପନ୍ ଅଇବା ଲକ୍, ବିନ୍ ଲକ୍କେ ନିନ୍ଦା କର୍ବା ଲକ୍, ତାକର୍ ଆୟା ବାବାର୍ କାତା ନ ମାନ୍ବା ଲକ୍, ଦନିଅବାଦ୍ ଦେବାଟା ପାସର୍ବା ଲକ୍, ପର୍ମେସରର୍ ବିସଇକେ ସନ୍ମାନ୍ ନ ଦେବା ଲକ୍,