3 ତମେ ଜାଆ । ଦେକା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିନି ।
“ସୁନା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିିିନି । ସାଁପର୍ ପାରା ଚାଲାକି ଅଇ ପରୁଆପାରା ସୁଆଲ୍ ଉଆ ।
ମକେ ବିସ୍ବାସ୍ କଲାର୍ ଲାଗି ତମ୍କେ ସବୁ ଲକ୍ ଗିନ୍ କର୍ବାଇ । ମାତର୍ ଜନ୍ ଲକ୍ ସାରାସାରି ଜାକ ସାଆସ୍ ଦାରି ରଇସି, ସେ ମୁକ୍ତି ପାଇସି ।
“ଟକାବଣ୍ଡା କର୍ବା ବବିସତ୍ବକ୍ତାମନର୍ ତେଇଅନି ଜାଗର୍ତା ଅଇରୁଆ, ସେମନ୍ ବାଇରେ ମେଣ୍ଡା ପାରା ଡିସ୍ବାଇ ମାତର୍ ତାକର୍ ମନ୍ ବିତ୍ରେ ବାଲିଆଡୁର୍କାମନର୍ ପାରା ।
ତାଲା, ମୁନା କି ପାଣ୍ଡଇ ମିସା ନିଆନାଇ, ଆରି ବାଟେ କାକେ ଜୁଆର୍ କରାନାଇ ।
ଜେ ମେଣ୍ଡା ଚାରାଉ ନଏଁ, ମାତର୍ ବୁତି ପାଉ, ମେଣ୍ଡାମନ୍ ତାର୍ ନିଜର୍ଟା ନଅତ୍, ସେଟାର୍ପାଇ ଡୁର୍କା ଆଇବାଟା ଦେକି ମେଣ୍ଡାମନ୍କେ ଚାଡି ପାଲାଇସି । ଆରି ଡୁର୍କା ମେଣ୍ଡାମନ୍କେ ଦାରି ଚିନ୍ ଚତର୍ କରିଦେଇସି ।
ମୁଇ ଜନ୍ଟା କଇରଇଲି ଏତାଇଦେକା, ଗତିଦାଙ୍ଗ୍ଡା ତାର୍ ସାଉକାର୍ତେଇଅନି ବଡ୍ ନଏଁ ବଲି ମୁଇ ତମ୍କେ କଇରଇଲି । ସେମନ୍ ମକେ ସାଦି ଆଚତ୍ ଆରି ତମ୍କେ ମିସା ସାଦ୍ବାଇ । ଜଦି ସେମନ୍ ମର୍ ସିକିଆ ମାନିଆଚତ୍ ବଇଲେ ତମର୍ କାତା ମିସା ମାନ୍ବାଇ ।
ସେମନ୍ ତମ୍କେ ପାର୍ତନା ଗରେଅନି ବାର୍କରାଇ ଦେବାଇ । ଉଁ ଏନ୍ତାରି ବେଲା ଆଇଲାନି, ଜେ ମିସା ତମ୍କେ ମରାଇବାଇ, ସେଟା ପର୍ମେସର୍କେ ସେବା କଲାପାରା ରଇସି ।
ମୁଇ ଜାନିଆଚି, ମୁଇ ଗାଲାପଚେ ତମର୍ ବିତ୍ରେ ଅପର୍ବଲ୍ ଗଦଡୁର୍କାମନ୍ ଆଇବାଇ ଆରି ମେଣ୍ଡାରାସିକେ ଚିନ୍ ଚତର୍ କରିସେ ଚାଡ୍ବାଇ ।
ସେ ମର୍ ପାଇ ଜେତ୍କି ସବୁ କସ୍ଟ ମୁରଚ୍ବାର୍ ଆଚେ, ମୁଇ ନିଜେ ତାକେ ଜାନାଇବି ।”
ଜାଇକରି ଦାମାସ୍କାସେ ଜିଉଦିମନର୍ ପାର୍ତନା ଗରେ ଦେବାକେ ଅଦିକାରର୍ ଚିଟି ମାଙ୍ଗ୍ଲା । ଦାମାସ୍କାସେ ଜନ୍ ମାଇଜି ଆରି ମୁନୁସ୍ମନ୍ ମାପ୍ରୁର୍ ବାଟେ ଆଇଲାଇ ଆଚତ୍, ସେମନ୍କେ ବନ୍ଦିକରି ଡଣ୍ଡ୍ ଦେବାକେ, ଜିରୁସାଲମର୍ ଜିଉଦି ନେତାମନର୍ଟାନେ ଆନିଅଇସି । ବାନ୍ଦିକରି ଜିରୁସାଲମେ ଆନ୍ବାକେ ସାଉଲ୍କେ ଏ ଚିଟି ଅଦିକାର୍ ଦେଲା ।