23 ଜିସୁ ସିସ୍ମନର୍ବାଟେ ମୁ ବୁଲାଇ ସେମନ୍କେ କଇଲା, “ତମେ ଜନ୍ ଜନ୍ଟା ଦେକ୍ଲାସ୍ନି, ସେ ସବୁ ଜେ ଦେକ୍ସି, ସେଟା ନିକ ।
କାଇକେବଇଲେ ମୁଇ ତମ୍କେ କଇଲିନି, ତମେ ଜନ୍ ଜନ୍ଟା ଦେକ୍ଲାସ୍ନି, ସେ ସବୁଜାକ ଦେକ୍ବାକେ କେତେ କେତେ ରାଜାମନ୍ ଆରି ମାପ୍ରରୁ କବର୍ ଜାନାଉମନ୍ ମନ୍କଲାଇ, ମାତର୍ ଦେକିନାପାର୍ଲାଇ । ଆରି ତମେ ଜନ୍ ଜନ୍ଟା ସୁନ୍ଲାସ୍ନି, ସେ ସବୁ ସୁନ୍ବାକେ ସେମନ୍ ମନ୍କଲାଇ, ମାତର୍ ସୁନିନାପାର୍ଲାଇ ।”