19 ଦେକା, ମୁଇ ତମ୍କେ ସାଁପ୍ ଆରି ବିସ୍କାକ୍ଡା ଉପ୍ରେ ଇଣ୍ଡ୍ବାକେ ବପୁ ଦେଲିଆଚି, ଆରି ସତ୍ରୁର୍ ଉପ୍ରେ ରଇବା ବପୁ ମିସା ଦେଲିଆଚି । ତମ୍କେ କେ ମିସା କାଇଟା କରିନାପାରତ୍ ।
ସେମନ୍ ନାଜାନିକରି ସାଁପ୍ ଆତେ ଦାର୍ଲେ କି ବିସ୍ କାଇଲେ ନ ମରତ୍ । ଜର୍ଦୁକାର୍ ଲକ୍ମନ୍କେ ଆତ୍ ଚିଇ କରି ପାର୍ତନା କଲେ, ସେଲକ୍ମନ୍ ନିମାନ୍ ଅଇଜିବାଇ” ବଲି କଇଲା ।
କି ଗାର୍ ମାଙ୍ଗ୍ଲେ, ସେ ତାକେ ବିସ୍କାକ୍ଡା ଦେଇସି ?
ମାତର୍ ପାଉଲ୍ ତାର୍ ଆତ୍ ଜିଞ୍ଜାଡ୍ଲାକେ ସାଁପ୍ ଜଇତେଇ ଅଦର୍ଲା ଆରି ତାକେ କାଇଟା ଅଏନାଇ ।
ଆରି ସାନ୍ତିଦେଉ ପରମେସର୍ ତମର୍ ଲାଗି ସଇତାନ୍କେ ପୁରାପୁରୁନ୍ କୁରୁପ୍ନାସ୍ କର୍ସି । ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ଦୁକାଇଲାଟା ତମର୍ ସଙ୍ଗ୍ ସବୁବେଲେ ରଅ ।
କେ ଜଦି ସେମନର୍ ଅନିଆଇ ଦେକି ମାର୍ବାକେ ଚେସ୍ଟା କର୍ବାଇ, ତାକର୍ ଟଣ୍ଡେଅନି ଜଇ ବାର୍କରାଇ ତାକର୍ ବିରଦିମନ୍କେ ବିନାସ୍ କର୍ବାଇ । ଏନ୍ତାରି ଜେ ସେମନ୍କେ ମାର୍ବାକେ ଚେସ୍ଟା କର୍ବାଇ, ସେମନ୍ ମରିଜିବାଇ ।