18 ମାତର୍ ଜିସୁ ସେମନ୍କେ କଇଲା, “ସଇତାନ୍ ବାଦ୍ଲେଅନି ବିଜ୍ଲି ପାରା ଅଇ ଅଦର୍ବାଟା ମୁଇ ଦେକ୍ଲି ।
ତେଇ ଜିସୁ ତାକେ କଇଲା “ମର୍ଟାନେଅନି ଦୁର୍ ଅ ସଇତାନ୍, ସାସ୍ତରେ ଲେକା ଆଚେ, ତୁଇ ପର୍ମେସର୍କେ ଜୁଆର୍ କର୍ସୁ, ଆରି ତାକେସେ ସେବା କର୍ସୁ ।”
ଏବେ ଏ ଦୁନିଆର୍ ବିଚାର୍ କର୍ବା ଦିନ୍ କେଟ୍ଲା ଆଚେ, ଏ ଦୁନିଆର୍ ସାସନ୍ କରୁକେ ମୁଇ ବାଇରେ ପିଙ୍ଗିଦେବି ।
ଦୁନିଆର୍ ଲକ୍ମନ୍ ବିଚାର୍ କର୍ବା ବିସଇ ବୁଲ୍ ବୁଜ୍ଲାଇ ଆଚତ୍ । କାଇକେବଇଲେ ଏ ଦୁନିଆର୍ ସାସନ୍କାରିଆ ଦସି ବଲି ବିଚାର୍ ଅଇ ସାରାଇ ଆଚେ ।”
ଇତି ଜନ୍ ଲକ୍ମନ୍କେ ପିଲାମନ୍ ବଲି ଡାକ୍ଲାଇନି, ସେମନ୍ ବନି ମାଉଁସ୍ ରଇବା ଗାଗଡ୍ ସଙ୍ଗର୍ ଲକ୍ମନ୍ । ଜିସୁ ମିସା ସେମନର୍ ପାରା ଗଟେକ୍ ଗାଗଡ୍ ନେଲା ଆରି ତାକର୍ ଗୁନ୍ଚଲନ୍ତେଇ ମିସ୍ଲା । ତାର୍ ମରନର୍ ଲାଗି ସେ ମରନର୍ ଉପ୍ରେ ବପୁ ରଇବା ସଇତାନ୍କେ ପୁରାପୁରୁନ୍ ବାବେ ଆରାଇଲା ।
ମାତର୍ ପାପ୍କରି ଲାଗିରଇବା ଲକ୍ମନ୍ ସଇତାନର୍ । କାଇକେବଇଲେ କାଇଟା ତିଆର୍ ନଅଇବା ଆଗ୍ତୁ ସଇତାନ୍ ପାପ୍ କରିଆଇଲାନି । ସଇତାନ୍ କରିରଇବା କାମ୍ କୁରୁପ୍ନାସ୍ କର୍ବାକେ ପର୍ମେସରର୍ ପଅ ଏ ଜଗତେ ଆଇଲା ।
ସେ ଅସୁର୍ ସାଁପ୍କେ ଦାର୍ଲା । ଜନ୍ ଆଗର୍ କାଲେ ରଇଲା ସାଁପ୍, ସେଟା ଅଇଲାନି ସଇତାନ୍ । ତାକେ ଅଜାର୍ ବରସର୍ପାଇ ସିକ୍ଲିସଙ୍ଗ୍ ବାନ୍ଦିଦେଲା ।
ତାର୍ପଚେ ପାଁଚ୍ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା ! ବାଦଲେଅନି ଦର୍ତନି ଉପ୍ରେ ଅଦ୍ରି ରଇବା ଗଟେକ୍ ତାରା ଦେକ୍ଲି । ତାକେ ପାତାଲର୍ କୁଚିକାଡି ଦିଆଅଇରଇଲା ।