ଲୁକ୍ 10:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ଆରି ଏ କପର୍ନାଉମ୍, ସରଗ୍ ଜେତ୍କି ଉଁଚ୍, ତୁଇ କାଇ ସେତ୍କିଜାକ ଉଁଚ୍ ଅଇସୁ କି ? ପାତାଲ୍ ଜେତ୍କି ତଲେ ଆଚେ, ସେତ୍କି ତଲେ ତକେ ଆନାଅଇସି । အခန်းကိုကြည့်ပါ။ |
ଆରି ସେ ତମ୍କେ ପାଟାଇଦେବା ଜାଗାଇଅନି ଅବ୍ରାଆମ୍ ଇସାକ୍, ଜାକୁବ୍, ଆରି ପର୍ମେସରର୍ ଟାନେଅନି ଆସି ରଇଲା ବବିସତ୍ ବକ୍ତାମନ୍ ରଇବାଟା ଦେକ୍ସା । ମାତର୍ ପର୍ମେସର୍ ତାର୍ ରାଇଜେ ତମ୍କେ ଜାଗା ନ ଦେଏ । ଜେଡେବଲ୍ ଏଟା ଅଇସି, ସେ ବେଲା ସେଟା ଦେକି, ତମେ କାଇକାଇ କାରାପ୍ କାମ୍ମନ୍ କରି ରଇଲାସ୍ ସେଟା ସବୁ ଏତାଇ କରି ମାରିଚପିଅଇ କାନ୍ଦ୍ସା ଆରି ଦାତ୍ ମୁଣ୍ଡ୍ କାତ୍ରି ଅଇସା ।